Odisha Link
Bridging the Missing Links in Odisha

ଅଠରନଳାରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଓଏଲ୍‌ ବ୍ୟୁରୋ: ପୁରୀ ଅଠରନଳା ଠାରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଉଚ୍ଛେଦ କାର୍ଯ୍ୟ ପରେ ଉନ୍ନତିକରଣ କାମ ଆରମ୍ଭ ହେବ। ମେଡିକାଲ ଛକରୁ ବାଟଗାଁ ଯାଏଁ ରାସ୍ତା ସଂପ୍ରସାରଣ ପାଇଁ ଉଚ୍ଛେଦ ଚାଲିଛି। ସୂଚନା ଅନୁସାରେ, ପୂର୍ବରୁ ରାସ୍ତା ସଂପ୍ରସାରଣ ପାଇଁ ଅନେକ ଘର ଉଚ୍ଛେଦ କରାଯାଇଥିଲା। ଯାହାର ଭରଣା ମଧ୍ୟ ସରକାର ଦେଇଥିଲେ।