Odisha Link
Bridging the Missing Links in Odisha

‘ପୁରୁଷ କମିଶନ ନିତ୍ୟାନ୍ତ ଆବଶ୍ୟକ, ପିତୃମାତୃ କମିଶନ ମଧ୍ୟ ଜରୁରୀ’

ଓଏଲ୍‌ ବ୍ୟୁରୋ: କେବଳ ନାରୀ ନୁହେଁ ପୁରୁଷ ନିର୍ଯାତନା ମଧ୍ୟ ବଢ଼ି ଚାଲିଛି ପୁରୁଷ। ତେଣୁ କମିଶନ ପୁରୁଷ କମିଶନ ହେବା ଦରକାର। ପୁରୁଷ ନିର୍ଯାତନା ବଢ଼ିଥରିବାରୁ ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି। ଅବହେଳିତ ବୁଢ଼ା ବାପା ମା’ ପାଇଁ ପିତୃମାତୃ କମିଶନ ମଧ୍ୟ ଜରୁରୀ ବୋଲି କହିଛନ୍ତି। ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବେ ବୋଲି ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି।