ଗର୍ଭବତୀ ନାବାଳିକାଙ୍କ ଧାରଣା

ଭଦ୍ରକ: ପ୍ରେମରୁ ପ୍ରତାରଣା। ପ୍ରତିଶ୍ରୁତି ପରେ ପ୍ରତାରଣା। ବିବାହର ପ୍ରଲୋଭନ ଦେଖାଇ ରଖିଲେ ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହୋଇଯାଇଥିବା ଜଣାପଡ଼ିବା ପରେ ପ୍ରେମିକ ପ୍ରବର ଆଉ ବାହା ହେବାକୁ ରାଜି ହେଲା ନାହିଁ। ତେବେ ନ୍ୟାୟ ଦାବିରେ ସମ୍ପୃକ୍ତ ଗର୍ଭବତୀ ନାବାଳିକା ପ୍ରେମିକ ଜଣକ ଏବେ ଧାରଣା ଦେଇଛନ୍ତି। ନାବାଳିକା ଜଣକ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ନାବାଳିକାଙ୍କ ସହ ତାଙ୍କ ପରିବାର ଲୋକେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
Comments are closed.