Odisha Link
Bridging the Missing Links in Odisha
Daily Archives

August 3, 2019

ବିଶ୍ବର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର…

ଭୁବନେଶ୍ବର : ଭାରତୀୟ ସମାଜରେ ବୈଦିକ ମୁନି ଋଷି ମାନେ ଗଭିର ଜ୍ଞାନ ରଖିଥିଲେ ଓ ତାକୁ ବିତରଣ କରିଥିଲେ। ବର୍ତ୍ତମାନ କାଳରେ ମଧ୍ୟ ସେହି ଜ୍ଞାନକୁ ସମସ୍ତେ ଅନୁସରଣ କରୁଛନ୍ତି। ତେବେ ଯେଉଁ ଦେଶରେ ଉଦ୍‌ଭବ ହୋଇଥିଲା। ସେହି ଦେଶ ଭାରତ ବର୍ଷରେ ଏହି ବଷୟକୁ ଅଧିକାଂଶ ଲୋକ ଭୁଲି ସାରିଛନ୍ତି କହିଲେ ଚଳେ। ଆମ…

ରାଜ୍ୟରେ ତୁରନ୍ତ ଓବିସି କମିଶନ ନିଯୁକ୍ତି…

ଭୁବନେଶ୍ୱର: ରାଜ୍ୟରେ ତୁରନ୍ତ ଓବିସି କମିଶନ ଗଠନ, ପଛୁଆ ବର୍ଗର ଛାତ୍ର ଓ ଛାତ୍ରୀଙ୍କୁ ବୃତି ପ୍ରଦାନ, ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ବୃଦ୍ଧି, ଓବିସି ଫାଇନାନ୍ସ କର୍ପୋରେସନ ମାଧ୍ୟମରେ ଋଣ ପ୍ରଦାନ ଏବଂ ଏସଇବିସି ବର୍ଗଙ୍କୁ ଓବିସି ବର୍ଗରେ ସାମିଲ କରିବା ଆଦି ଦାବୀ ନେଇ…

ଆଜିଠୁ ଭାରତ-ଓ୍ୱେଷ୍ଟେଣ୍ଡିଜ୍ ସିରିଜ୍:…

ନୂଆଦିଲ୍ଲୀ:  ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଓ୍ୱେଷ୍ଟେଣ୍ଡିଜ୍ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ ସିରିଜ। ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳ ହେବ। ଓ୍ୱେଷ୍ଟେଣ୍ଡିଜରେ ଭାରତ ଦିନିକିଆ, ଟେଷ୍ଟ ଓ ଟି-ଟେଣ୍ଟି ମ୍ୟାଚ ଖେଳିବ। ବିଶ୍ବକପ୍‌ ପରେ ଟିମ୍‌ ଇଣ୍ଡିଆ ପ୍ରଥମ ସିରିଜ୍‌ ଓେଷ୍ଟଇଣ୍ଡିଜ…

ଆଜିଠୁ ଭାରତ-ଓ୍ବେଷ୍ଟିଣ୍ଡିଜ ସିରିଜ୍:…

ନୂଆଦିଲ୍ଲୀ:  ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଓ୍ୱେଷ୍ଟେଣ୍ଡିଜ୍ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ ସିରିଜ। ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳ ହେବ। ଓ୍ୱେଷ୍ଟେଣ୍ଡିଜରେ ଭାରତ ଦିନିକିଆ, ଟେଷ୍ଟ ଓ ଟି-ଟେଣ୍ଟି ମ୍ୟାଚ ଖେଳିବ। ବିଶ୍ବକପ୍‌ ପରେ ଟିମ୍‌ ଇଣ୍ଡିଆ ପ୍ରଥମ ସିରିଜ୍‌ ଓେଷ୍ଟଇଣ୍ଡିଜ…

ବିଧାନସଭା: ପଞ୍ଚମ ଓ ଅଷ୍ଟମରେ ରହିବ ପାସ…

ଭୁବନେଶ୍ବର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ପଞ୍ଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୃହରେ ସୂଚନା ଦେଇଛନ୍ତି। ଆଜି ଗୃହରେ ଶିକ୍ଷା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା…

ଭାରତ ଜନ୍ମିତ ବ୍ରିଟିଶ ଡାକ୍ତର ଭାଷା…

ଲଣ୍ଡନ: ବିଶ୍ବରେ ସଦାବେଳେ ଭାରତୀୟଙ୍କ ଜଲଓ୍ବା ଦେଖବାକୁ ମିଳିଛି। ପୁଣି ଜଣେ ଭାରତୀୟ ବିଦେଶରେ ନିଜର ଚମକ ଦେଖାଇଛନ୍ତି। ବ୍ରିଟେନରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍‌ ଇଂଲଣ୍ଡ-୨୦୧୯’ ମୁକୁଟ ପିନ୍ଧି ସେ ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି। ସେ ହେଉଛନ୍ତି ଡାକ୍ତର ଭାଷା ମୁଖାର୍ଜୀ। ଶୁକ୍ରବାର ସେ…

ପୁଅ ବୋହୁ ନିର୍ଯାତନାର ନୂଆ ମୋଡ : ମୁହଁ…

ଯାଜପୁର : ଯାଜପୁର ମୁରାରୀପୁର ଗାଁ ପୁଅ ବୋହୁ ନିର୍ଯାତନା ଘଟଣା ଏକ ନୂଆ ମୋଡ ନେଇଛି । ପୁଅ ବୋହୁଙ୍କ ନିର୍ଯାତନା ସହିନପାରି ଘର ଛାଡିଥିବା କ୍ଷେତ୍ରମୋହନ ନିଜର ସଂପତି ସରକାରଙ୍କୁ ଦାନ କରିବା ନିଷ୍ପତି ନେବା ପରେ ଶନିବାର ପୁଅ ସୂର୍ଯ୍ୟମଣି ଜିଲାପାଳ ରଂଜନ କୁମାର ଦାସଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ…

ହୋଟେଲ ମାଲିକ ହତ୍ୟା ଘଟଣା : ଜଣେ…

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ହୋଟେଲ ମାଲିକ ରବୀନ୍ଦ୍ର ସାହୁ ହତ୍ୟାକାଣ୍ଡ ମାମଲାରେ ପାଣିକୋଇଲି ପୋଲିସ ଦ୍ବାରା ଜଣେ ମହିଳା ସମେତ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପରକୀୟା ପ୍ରୀତି ଓ ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା…

କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ସମ୍ବଲପୁର : ଶନିବାର ଅପରାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ର ୨ଟି ବଗିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଟ୍ରେନଟି ଷ୍ଟେସନ ଠିଆ ହୋଇଥିବା ​‌ବେଳେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏଥିରେ କେହି…

ଗର୍ଭବତୀ ନାବାଳିକାଙ୍କ ଧାରଣା

ଭଦ୍ରକ: ପ୍ରେମରୁ ପ୍ରତାରଣା। ପ୍ରତିଶ୍ରୁତି ପରେ ପ୍ରତାରଣା। ବିବାହର ପ୍ରଲୋଭନ ଦେଖାଇ ରଖିଲେ ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହୋଇଯାଇଥିବା ଜଣାପଡ଼ିବା ପରେ ପ୍ରେମିକ ପ୍ରବର ଆଉ ବାହା ହେବାକୁ ରାଜି ହେଲା ନାହିଁ। ତେବେ ନ୍ୟାୟ ଦାବିରେ ସମ୍ପୃକ୍ତ ଗର୍ଭବତୀ ନାବାଳିକା ପ୍ରେମିକ ଜଣକ ଏବେ ଧାରଣା…