Odisha Link
Bridging the Missing Links in Odisha
Daily Archives

August 3, 2019

ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସିଆ ପଞ୍ଚାୟତରେ ଆଜି ଯାଜପୁର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ବ୍ଲକ ସିଆ ପଞ୍ଚାୟତରେ ମାଧତ୍ଆ ପୋଖରୀ ଖରମଙ୍ଗାର ପୁନରୁଦ୍ଧାର ନିମନ୍ତେ ୨୦୧୫-୧୬ ମସିହାରେ ୧୦ ଲକ୍ଷଟଙ୍କା…

ଖାଲି ହେଉଛି ଜମ୍ମୁ କଶ୍ମୀର, ଦେଖିବାକୁ…

ଶ୍ରୀନଗର: ଗୁଇନ୍ଦା ରିପୋର୍ଟକୁ ଆଧାର କରି ଜମ୍ମୁ କଶ୍ମୀର ସରକାର ଅମରନାଥ ଯାତ୍ରାକୁ ଅଧାରୁ ବନ୍ଦ କରିଛନ୍ତି। ଏଥି ସହିତ ଅମରନାଥ ଯାତ୍ରୀଙ୍କୁ ଗସ୍ତ ବାତିଲ୍ କରି ଫେରିଆସିବା ପାଇଁ କୁହାଯାଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ରିପୋର୍ଟ ଦେବାପରେ ଜମ୍ମୁ କଶ୍ମୀର ସରକାର ଏପରି ନିର୍ଦ୍ଦେଶ…

ଭାରସାମ୍ୟ ହରାଇ ଓଲଟିଲା ଅଟୋ

ବଡବିଲ : ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟିବା ଫଳରେ ୩ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଚମ୍ପୁଆ ବ୍ଲକ୍ ବଡ଼ନଇ ଗ୍ରାମର ୧୫ ଜଣ ମହିଳା ଶ୍ରମିକ,…

ଅଗଷ୍ଟ ୮ରେ ଓଡ଼ିଶା ଶିକ୍ଷା ସମ୍ମାନ…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଚଳିତ ଅଗଷ୍ଟ ମାସ ଆଠ ତାରିଖରେ ଓଡ଼ିଶା ଶିକ୍ଷା ସମ୍ମାନ (Odisha Education Award 2019) ସମାରୋହ ଅନୁଷ୍ଠିତ ହେବ।ଏ ସମାରୋହରେ ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟ କୁଳାଧିପତି, କିଟ୍‌ ବିଶ୍ବବିଦ୍ୟାଳୟର ପୂର୍ବତନ…

ବିଧାନସଭା: ସରକାରୀ ଉଦ୍ୟୋଗ ଗୁଡ଼ିକରେ ୧୦…

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି। ଅପରପକ୍ଷେ ରାଜ୍ୟରେ ହଜାର ହଜାର ପଦବୀ ଖାଲି ପଡ଼ିଛି। ହେଲେ ସରକାର ସେମାନଙ୍କ ନିଯୁକ୍ତି ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନଥିବା ଦେଖାଯାଉଛି। ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୃହରେ ରଖିଥିବା ଉତ୍ତରରୁ ଏହା ଏବେ ସ୍ପଷ୍ଟ…

ବଦଳିପାରେ ପରେଡ ସ୍ଥାନ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପରେଡ ସ୍ଥାନ ବଦଳିପାରେ ବୋଲି ଜଣାଯାଇଛି। ବିକଳ୍ପଭାବେ ପୁଲିସ ଡିଜି ରାଜେନ୍ଦ୍ର ଶର୍ମା ୩ଟି ସ୍ଥାନ ପରିଦର୍ଶନ କରୁଛନ୍ତି। ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି ପୁଲିସ ଡିଜି। ଡିଜିପିଙ୍କ ସହ ପୁଲିସ…

ଗାନ୍ଧୀ-ଗଡସେଙ୍କୁ ନେଇ ପୁଣି ବିଧାନସଭାରେ…

ଭୁବନେଶ୍ବର : ବିଧାନସଭାରେ ପୁଣି ଉଠିଲା ଗାନ୍ଧୀ ଓ ଗଡସେ ପ୍ରସଙ୍ଗ । ସଂସଦରେ ବନ୍ଦେ ମାତରମ କହିବାକୁ ବାଧ୍ୟ କରାଯାଉଥିବା ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।ଏପରିକି ଏଥିପାଇଁ କାହାକୁ ବାଧ୍ୟ କରାଯାଇପାରିବନି ବୋଲି ସେ ଯୁକ୍ତି ରଖିଥିଲେ । ବିଜେପିକୁ ଟାର୍ଗେଟ…

ଉତ୍କଳ ବିଶ୍ବବିଦ୍ୟାଳୟର ଆଇନ ବିଭାଗର…

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗରେ ଗତକାଲି ୨୦୧୭-୧୯ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ଚଳିତବର୍ଷର ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣୀବିହାରର ୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ…

ଦମ୍ପତ୍ତିଙ୍କୁ ବାନ୍ଧି ଲୁଟି ନେଲେ…

ସୁଆଣ୍ଡୋ : ଘର ପଶି ଲୁଟେରାମାନେ ଲକ୍ଷାଧିକ ଟଙ୍କାର ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢେ ୧ଟା ରୁ ୨ଟା ମଧ୍ୟରେ କଲୋନୀରେ ରହୁଥିବା ଗଦାଧର ରଥଙ୍କ ଝରକା ଗ୍ରିଲ…

ମୁଁ ଟିମ୍‌ ଇଣ୍ଡିଆର କୋଚ୍‌ ହେବି, କିଏ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଗୋଟିଏ ପଟେ ବିସିସିଆଇ ଟିମ୍‌ ଇଣ୍ଡିଆ ପାଇଁ ନୂଆ କୋଚ୍‌ ସନ୍ଧାନରେ ଥିବାବେଳେ ଅପରପକ୍ଷେ ସୌରଭ ଗାଙ୍ଗୁଲି ଶୁକ୍ରବାର ଦିନ ଭବିଷ୍ୟତରେ ଭାରତୀୟ ଦଳର କୋଚ୍ ହେବା ପାଇଁ ଚାହୁଛନ୍ତି ବୋଲି କହିଛନ୍ତି। ହେଲେ ବର୍ତ୍ତମାନ ସମୟରେ ସେ…