Odisha Link
Bridging the Missing Links in Odisha
Daily Archives

August 3, 2019

ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

କଟକ : କଟକ ସିଡିଏ କୃଷକ ବଜାର ଅଞ୍ଚଳରୁ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଥିବା ବେଳେ ବରିଷ୍ଠ ପୁଲିସ ଅଧିକାରୀ ଓ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। କୃଷକ ବଜାର ଅଞ୍ଚଳରେ କିଛି ବର୍ଷ ହେଲା ବେଆଇନ ଭାବେ ବସ୍ତି ଗଢ଼ି ଉଠିଥିଲା । ତେବେ ଆଜି ତହସିଲଦାରଙ୍କ ଉପସ୍ଥିତିରେ କଟକ…

ଯବାନ-ମାଓବାଦୀ ମୁହାଁମୁହିଁ,…

ଛତିଶଗଡ଼ : ଆଜି ଛତିଶଗଡ଼ ରାଜନନ୍ଦଗାଓଁରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଯବାନଙ୍କ ଏନକାଉଣ୍ଟରରେ ସେଠାରେ ଥିବା ୭ମାଓବାଦୀଙ୍କର ମୃତ୍ୟୁ ହୋଇଛି ।ଏହା ଛତିଶଗଡ଼ ମହାରାଷ୍ଟ୍ର ସୀମା ସେରପାର୍ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟର ପରେ ଏକେ-୪୭ ବନ୍ଧୁକ, ୩୦୩ ରାଇଫଲ, ଦେଶୀ…

ଓଡ଼ିଆ ପୁଅ ଜିତିଲେ ମାଇକ୍ରୋସଫ୍ଟ…

ବେଙ୍ଗାଲୁରୁ: ଆଜିର ସମୟରେ ବହୁତ ଲୋକ ଅର୍ଗାନ ଡୋନେସନ ବା ଅଙ୍ଗଦାନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଉଚିତ୍‌ ସମୟରେ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ବ୍ୟକ୍ତିଙ୍କୁ ଏହା ମିଳିପାରୁ ନାହିଁ। ଏଭଳି କିଛି ସମସ୍ୟା ବାବଦରେ ଓ୍ୱେବ୍ ସିରିଜରେ ଦେଖିଥିଲେ ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଏହାପରେ…

ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର : ଓଡ଼ିଶା-ଛିତଶଗଡ଼ ମହାନଦୀ ଜଳ ବିବାଦ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଅଣମୌସୁମୀ ବେଳେ ଜଳ ଛାଡ଼ିବା ନେଇ ଆବେଦନର ଶୁଣାଣି ଶେଷ ହୋଇଛି । ତେବେ ଛତିଶଗଡ଼ର କାଉଣ୍ଟର ଆବେଦନ ଶୁଣାଣିକୁ ସେପ୍ଟେମ୍ବର ୨୮କୁ ଘଞ୍ଚାଇ ଦିଆଯାଇଛି ।…

ବିଧାନସଭା: ରାଜ୍ୟରେ ନିର୍ମିତ ହେବ ଆଉ ୪…

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ରାଜ୍ୟ ସରକାର ଆଗାମୀ ଦିନରେ ରାଜ୍ୟରେ ୪ଟି ପ୍ଲାନୋଟେରିୟମ୍‌ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ୪ଟି ପ୍ଲାନୋଟେରିୟମ୍‌ ଯଥାକ୍ରମେ ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ନିର୍ମାଣ ହେବ। ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ…

ତାଳଚେର ଏନ୍‌ଟିପିସିରେ ବିଦ୍ୟୁତ ଉତ୍ପାଦନ…

ଅନୁଗୁଳ : କୋଇଲା ନଥିବାରୁ ତାପଜ ବିଦ୍ୟୁତ କେନ୍ଦ୍ରର ୬ଟିରୁ ୪ଟି ୟୁନିଟ ବନ୍ଦ ହେବା ସହ ବିଦ୍ୟୁତ ଉତ୍ପାଦନ କମିବାରେ ଲାଗିଛି । ପ୍ଲାଣ୍ଟର ସମସ୍ତ ୟୁନିଟ କାର୍ଯ୍ୟକ୍ଷମ କରିବାକୁ ଦୈନିକ ୫୦ ହଜାର ଟନ୍ କୋଇଲା ଆବଶ୍ୟକ ଥିବାବେଳେ ଷ୍ଟକୟାର୍ଡରେ ମାତ୍ର ୪ ହଜାର ମେଟ୍ରିକ ଟନ୍ କୋଇଲା ରହିଛି। ତେବେ…

ଓଲଟିଲା ଇଟା ବୋଝେଇ ଟ୍ରକ, ଜଣେ ମୃତ ୪ଜଣ…

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଜଡ଼ାପାଳ ଛକ ନିକଟରେ ଇଟା ନେଇ ଯାଉଥିବା ଗୋଟାଏ ମିନି ଟ୍ରକ୍‌ ଓଲଟି ପଡ଼ିବା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ୪୦ ବର୍ଷିୟ ସୁରେଶ ମଲିକ। ସୂଚନା ଅନୁସାରେ, ଢେଙ୍କାନାଳ ସଦର ଥାନା…

ବାଲିଆପାଳରେ ୧୨ ଘଣ୍ଟିଆ ବନ୍ଦ

ଜଳେଶ୍ୱର : ବିଜେପି ପକ୍ଷରୁ ବାଲିଆପାଳ ବନ୍ଦ ଡାକରା ଦିଆଯାଇଛି। ପୁଲିସ୍‌ର ମନମୁଖୀ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଗତ ଜୁଲାଇ ୨୬ତାରିଖରେ ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକ ନିକଟରେ ଥିବା ଏକ ଢାବାରୁ ଝୁଲନ୍ତା ଅବସ୍ଥାରେ…

ବିଧାନସଭାର ବଜେଟ୍ ଅଧିବେଶନ ଆଜି ଶେଷ…

ଭୁବନେଶ୍ବର : ଧାର୍ଯ୍ୟ ତାରିଖର ୪ ଦିନ ପୂର୍ବରୁ ବଜେଟ୍ ଅଧିବେଶନକୁ ସାରିବାକୁ ସରକାର ନେଇପାରନ୍ତି ନିଷ୍ପତ୍ତି। ସୂଚନା ଅନୁସାରେ ସରକାର ଆଗତ କରିଥିବା ୩ଟି ବିଲ୍ ପାରିତ ହେବାପରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯାଇପାରେ। ସାଧାରଣ ନିର୍ବାଚନ ପରେ ବିଧାନସଭା ବଜେଟ ଅଧିବେଶନ ଦୁଇଟି…

ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡା : ଝାରସୁଗୁଡ଼ା ବନ୍ଦ ଡାକରା ଦେଇଛି ଜୟ ଭୀମା ଘାସି ସମାଜ। ମଙ୍ଗଳ ବଜାରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ୨୪ ଘଣ୍ଟିଆ ସେବା ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ଆଜି ସକାଳୁ ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର ବନ୍ଦ…