Odisha Link
Bridging the Missing Links in Odisha
Daily Archives

August 3, 2019

ମାଲକାନଗିରିରେ ବନ୍ୟା ସ୍ଥିତିରେ ସାମାନ୍ୟ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବନ୍ୟାସ୍ଥିତିରେ ସୁଧାର ଆସିଛି। ଜଳସ୍ତର କମିବା ପରେ ଜୟପୁର, କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ତଳିଆ ଅଞ୍ଚଳରେ ଥିବା ୬୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ଲୋକଙ୍କ ପାଇଁ ୧୪ଟି ଜାଗାରେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି।…

ରାଜଧାନୀରେ ଏନ୍‌କାଉଣ୍ଟର

ଭୁବନେଶ୍ବର : ପୋଲିସ-ଲୁଟେରାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସର ଗୁଳିରେ ଦୁଇ ଲୁଟେରା ଆହତ। ଦୁଇ ଲୁଟେରାଙ୍କ ଗୋଡରେ ଗୁଳି ବାଜିଛି। ଦୁଇ ଲୁଟେରାଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ବିବେକାନନ୍ଦ ମଲ୍ଲିକ ଓ ଅରୁଣ ନାୟକ। କମିଶନରେଟ୍ ପୋଲିସର ସହିଦ ନଗର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ଦୁଇ…

ଦାଶ ବେନହୁରଙ୍କ ଦଶଟି ପୁରୀ ପ୍ରସଙ୍ଗ

ଦାଶ ବେନହୁର ଦଶଟି ପୁରୀ ପ୍ରସଙ୍ଗ (ସାମାଜିକ ଗଣମାଧ୍ୟମରେ ବରିଷ୍ଠ କଥାଶିଳ୍ପୀ, ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍ ଶ୍ରୀ ଦାଶ ବେନହୁର ପୁରୀ ସହର ଓ ଜଗନ୍ନାଥଙ୍କୁ ନେଇ ଲେଖିଥିବା ୧୦ଟି ଭାବାବେଗ ଭରା, ଯୁକ୍ତିନିଷ୍ଟ ତଥା ଚିନ୍ତାଦ୍ୟୋତକ କ୍ଷୁଦ୍ର ଆଲେଖ) ୧ ଓଡ଼ିଶା ମଥାର ତିଳକ ପୁରୀ। ତା'ର ଧୂଳି…