Odisha Link
Bridging the Missing Links in Odisha

ବଦଳିପାରେ ପରେଡ ସ୍ଥାନ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପରେଡ ସ୍ଥାନ ବଦଳିପାରେ ବୋଲି ଜଣାଯାଇଛି। ବିକଳ୍ପଭାବେ ପୁଲିସ ଡିଜି ରାଜେନ୍ଦ୍ର ଶର୍ମା ୩ଟି ସ୍ଥାନ ପରିଦର୍ଶନ କରୁଛନ୍ତି। ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି ପୁଲିସ ଡିଜି। ଡିଜିପିଙ୍କ ସହ ପୁଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି ।

Comments are closed.