Odisha Link
Bridging the Missing Links in Odisha

ଯୋରନ୍ଦାର ହେବ ରୂପାନ୍ତରଣ; ପୀଠରେ ପହଁଚିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଯୋରନ୍ଦା ମହିମାଗାଦୀରେ ମୁଖ୍ୟମନ୍ତ୍ରୀ। ସକାଳ ୧୧ଟାରେ ଯୋରନ୍ଦା ହାଇସ୍କୁଲରେ ପହଞ୍ଚିଛନ୍ତି। ମହିମାଗାଦୀର ଦଲକ ଅଞ୍ଚଳରେ ହେବ ଉପାସନା ପୀଠ। ଉପାସନ ପୀଠ ପାଇଁ ୧୧୨ କୋଟି ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଗସ୍ତରେ ଯାଇଥିବାବେଳେ ଯୋରନ୍ଦା ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିବେ। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗସ୍ତ କରିଛନ୍ତି।