Odisha Link
Bridging the Missing Links in Odisha

ପରଲୋକରେ ଅନନ୍ତ ଦାସ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଭୋଗରାଇ ମାଟିର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଅନନ୍ତ ଦାସ। ରବିବାର ସକାଳୁ ଭୁବନେଶ୍ବର ବାସ ଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ବାଲେଶ୍ବର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଧାୟକ ଥିଲେ। ୨୦୦୪ରୁ ୨୦୧୯…

ଖେଳ ମଝିରେ ଭୁଲ୍‌ ମାଗିଲେ ରୋହିତ

ଓଏଲ୍‌ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ବିତୀୟ ମ୍ୟାଚ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ହେଲେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ବାଂଲା ଦଳ। ଟିମ୍‌ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ଫିକା ପଡ଼ିଛି ବାଂଲାଦେଶର ବ୍ୟାଟିଂ ଲାଇନ୍‌ ଅପ୍।…

ଚାମ୍ପିଅନ୍ସ ଟ୍ରଫି: ଟସ୍‌ ଜିତିଲା…

ଓଏଲ୍‌ ବ୍ୟୁରୋ: ଆଠ ବର୍ଷର ବ୍ୟବଧାନ ପରେ ଫେରିଥିବା ‘ଚାମ୍ପିଅନ୍ସ ଟ୍ରଫି’ର ଦ୍ବିତୀୟ ତଥା ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ଗୁରୁବାର ଭାରତ-ବାଂଲାଦେଶ ମୁହାଁମୁହିଁ ହେଉଛନ୍ତି। ଦୁବାଇ କ୍ରିକେଟ ପଡ଼ିଆରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦ ପାଇଁ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୫୦ ବର୍ଷିୟ ରେଖା ଗୁୁପ୍ତା। ଏବିଭିପିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୁଷମା ସ୍ୱରାଜ, ଶୀଲା ଦିକ୍ଷୀତ ଓ ଆତିଶୀ ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ଭାବେ ଦିଲ୍ଲୀ…

‘ଶିଶମହଲ’ର ହେବ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ସରକାର। ଆଉ ମାତ୍ର କିଛି ସମୟର ଅପେକ୍ଷା ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁୁପ୍ତା। ରାମଲୀଳା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ସମାରୋହ। ଶପଥ ପାଠ କରାଇବେ ଉପ ରାଜ୍ୟପାଳ ଭି.କେ. ସକ୍ସେନା। ଶପଥ ଗ୍ରହଣ ପୂର୍ବରୁ ଦିଲ୍ଲୀ…

୮ ବର୍ଷ‌ ପରେ ପୁନରାରମ୍ଭ ହେଲା…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଚାମ୍ପିଅନ୍ସ ଟ୍ରଫି ୨୦୨୫। ଦ୍ବିତୀୟ ବିଶ୍ବକପ୍‌ ଭାବେ ପରିଚିତ ଏହି ଦିନିକିଆ ପ୍ରତିଯୋଗିତା ପ୍ରାୟ ୮ ବର୍ଷ‌ ପରେ ପୁନରାରମ୍ଭ ହୋଇଛି। ଟ୍ରଫିର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ। ପାକିସ୍ତାନର କରାଚୀ କ୍ରିକେଟ ଗ୍ରାଉଣ୍ଡରେ…

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ଚର୍ଚ୍ଚିତ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆଜି ସକାଳୁ ସିବିଆଇ ରେଡ କରିଥିବା ଜଣାପଡ଼ିଛି। ସିବିଆଇର ୮ ଜଣିଆ ଟିମ୍‌ ପଚରାଉଚରା କରୁଥିବା ସୂଚନା ରହିଛି।

ଦିଲ୍ଲୀ ସିଂହାସନ: ଗୁରୁବାର ଶପଥ ଗ୍ରହଣ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନୂଆ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ରାମଲୀଳା ପଡ଼ିଆରେ ଶପଥ ନେବେ। ହେଲେ ଏପର୍ଯ୍ୟନ୍ତ ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସ୍ପଷ୍ଟ ହୋଇ ପାରିନାହିଁ। ଆସନ୍ତାକାଲି ଅର୍ଥାତ ଫେବ୍ରୁଆରି ୧୯…

ଜ୍ଞାନେଶ କୁମାର ନୂଆ ମୁଖ୍ୟ ନିର୍ବାଚନ…

ଓଏଲ୍‌ ବ୍ୟୁରୋ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିସନର (ସିଇସି) ହେବେ ଜ୍ଞାନେଶ କୁମାର। ବର୍ତ୍ତମାନର ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ୧୮ ତାରିଖରେ ଶେଷ ହେଉଥିବା ବେଳେ ଜ୍ଞାନେଶ କୁମାରଙ୍କୁ ଦେଶର ୨୬ ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଛନ୍ତି ଭାରତ ସରକାର। ଜ୍ଞାନେଶ କୁମାର…

ଓଡ଼ିଶା ବଜେଟ୍‌ ୨୦୨୫: ଜାଣନ୍ତୁ, କେଉଁ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଆଗତ ହୋଇଛି ରାଜ୍ୟ ବଜେଟ୍‌ ୨୦୨୫। ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ୍‌ ଉପସ୍ଥାପନା କରିଛନ୍ତି। ଚଳିତ ବଜେଟ୍‌ରେ ମୋଟ ବଜେଟ୍‌ ପରିମାଣ ୨.୯୦ ଲକ୍ଷ କୋଟି ରହିଛି। ବିଶେଷକରି ଚଳିତ ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ…