Odisha Link
Bridging the Missing Links in Odisha

ନିମାପଡ଼ା ବିଧାନସଭା: ଟିିକେଟ୍‌ କଟିଲା…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ତାପମାତ୍ରା। ସେହିପରି ରାଜ୍ୟ ରାଜନୀତିର ପାରା ଉପରମୁହାଁ ହେବା ସହିତ ଉଷ୍ମ ହେବାରେ ଲାଗିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡିି, ବିଜେପି ଓ କଂଗ୍ରେସ କିଛି ବିଧାନସଭା ଆସନକୁ ଛାଡ଼ି ପ୍ରାୟ ଆଉ ସବୁ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି…

ନାଲିରୁ ଗେରୁଆ ହେଲା ଡିଡି ନ୍ୟୁଜ ଲୋଗୋ,…

ଓଏଲ୍‌ ବ୍ୟୁରୋ: ଭାରତରେ ଆରମ୍ଭ ହୋଇ ସାରିଛି ଗଣତନ୍ତ୍ରର ମହାପର୍ବ। ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ନିିଜର ଐତିହାସିିକ ଲୋଗର ରଙ୍ଗ ବଦଳେଇ ଦେଇଛି। ଲୋଗର ରଙ୍ଗ ପରିବର୍ତ୍ତନ ନେଇ ଡିଡି ନ୍ୟୁଜ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଥିବା ନାଲି ରଙ୍ଗର ଲୋଗୋକୁ ବଦଳାଇ ଗେରୁଆ ରଙ୍ଗର ନୂଆ ଲୋଗୋ ଲଞ୍ଚ…

ଷଷ୍ଠ ପର୍ଯ୍ୟାୟରେ ବିଜେଡି କାଟିଲା ୫…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିର ପାରା ଉପରମୁହାଁ। ବିଭିନ୍ନ ଦଳ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି। ଆଜି ବିିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭା ନିିର୍ବାଚନ ପାଇଁ ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଆଜି ବିଜେଡି ସୁପ୍ରିମୋ ୯ଟି ଆସନ ପାଇଁ…

ଦଳବଦଳ ଚର୍ଚ୍ଚା ଭିତରେ ପ୍ରସନ୍ନ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିର ପାରା ଉପରମୁହାଁ। ବିଭିନ୍ନ ଦଳ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି। ଆଜି ଚିଲିକା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି। ଦଳ ରଘୁନାଥ ସାହୁଙ୍କ ପ୍ରାର୍ଥୀ କରିଛି। ଏସବୁ ମଧ୍ୟରେ ବରିଷ୍ଠ ରାଜନେତା ତଥା ଭୁୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ…

କାହିଁକି ହେଲାନି ବିଜେଡି-ବିିଜେପି ମେଣ୍ଟ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ତାପମାତ୍ରା। ସେହିପରି ରାଜ୍ୟ ରାଜନୀତିର ପାରା ଊପରମୁହାଁ ହେବା ସହିତ ଉଷ୍ମ ହେବାରେ ଲାଗିଛି। ଦେଶର ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିିର୍ବାଚନ ଓ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଏସବୁ ମଧ୍ୟରେ…

ପଦ୍ମ ଧରିବେ ସୌମ୍ୟ-ପ୍ରସନ୍ନ !

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତିର ପାରା ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ନେତାଙ୍କ ଦଳବଦଳ ସେତେ ପରିମାଣର ବଢିବାରେ ଲାଗିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ…

ଗଣତନ୍ତ୍ରର ମହାପର୍ବ ଆରମ୍ଭ: ୧୦୨ଟି…

ଓଏଲ୍‌ ବ୍ୟୁରୋ: ବିଶ୍ବର ସବୁଠୁ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଆରମ୍ଭ ହେଲା ମହାପର୍ବ। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନର୍ବାଚନ ୨୦୨୪। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା…

ଓଡ଼ିଶା: ଆଜିଠୁ ପ୍ରାର୍ଥିପତ୍ର ଦାଖଲ…

ଓଏଲ୍‌ ବ୍ୟୁରୋ: ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍। ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୁଲିଂ ପାର୍ଟି। ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ। ସେହିପରି ଦେଶରେ ଚତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ…

ବଡ଼ ଖବର: ଏଥର ବି ଦୁଇଟି ବିଧାନସଭା ଆସନରୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ଆସନ ପାଇଁ ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ ନିର୍ବାଚନ ଭଳି ଏଥର ମଧ୍ୟ ୨ଟି ଆସନରୁ ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ। ଏଥର ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ମିଳିଲାନି ଟିକେଟ୍; ପ୍ରଭୁ ଖାଟୁ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଏସବୁ ମଧ୍ୟରେ ଆଜି ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବରୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ଦଳ। ସବୁଠୁ ବଡ଼ କଥା ହେଲା…