Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ମମତା-ଡାକ୍ତର ବିିବାଦ:…

କୋଲକାତା: ବିବାଦ ମମତାଙ୍କ ପିଛା ଛାଡ଼ିବା ଜମା ନାଁ ଧରୁନି। ପୂର୍ବରୁ ପୋଷ୍ଟକାର୍ଡ, ସ୍ଲୋଗାନ୍‌ ଭଳି ବିବାଦ ଘେରେ ଥିବା ମମତା ଏବେ ଡାକ୍ତରଙ୍କ ବିବାଦରେ ଛନ୍ଦି ହୋଇଯାିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ…

ଖରାଛୁଟି ବଢିବା ନେଇ କୌଣସି ନିଷ୍ପତ୍ତି…

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜ ପରେ ରାଜ୍ୟର ସମସ୍ତ ସ୍କୁଲ ଗୁଡ଼ିକର ଖରାଛୁଟି ଶେଷ ହୋଇଥାଏ। କିନ୍ତୁ ସ୍କୁଲ କେବେ ଖୋଲିବ ସେ ନେଇ ଯେଉଁ ଦ୍ବନ୍ଦ ଦେଖାଯାଉଥିଲା ସେଥିରେ ବିରାମ ଲଗେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ। ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ବଢିବ କି ନାହିଁ ସେ ନେଇ ସୋମବାର କିମ୍ବା…

ଆଜି ପଞ୍ଚମ ନୀତି ଆୟୋଗ ବୈଠକ: ମମତା ଏବଂ…

ନୂଆଦିଲ୍ଲୀ: ଆଜି ନୀତି ଆୟୋଗର ପଞ୍ଚମ ସାଧାରଣ ପରିଷଦ ବୈଠକ। ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଆଜି ଏହି ବୈଠକ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ପଞ୍ଚମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ଦେଶର…

ଓଡ଼ିଶା ଭବନରେ ନବୀନ-ଧର୍ମେନ୍ଦ୍ରଙ୍କ…

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ସ୍ଥିତ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ । ଏହି ବୈଠକରେ ଓଡିଶାର ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ…

ରାଜ୍ୟସଭାରେ ଟ୍ରିପିଲ ତଲାକ ବିଲକୁ…

ପାଟନା: ବୁଧବାର କେନ୍ଦ୍ର କ୍ୟାବିନେଟ୍ ଟ୍ରିପିଲ ତଲାକ ବିଲକୁ ମଞ୍ଜୁରୀ ଦେଇଥିଲା। କିନ୍ତୁ ଏବେ ବିଜେପିର କଟା ଘାରେ ପୁଣି ଚୂନ ମାରିଛି ସହଯୋଗୀ ଜେଡିୟୁ। ଏନଡିଏରେ ଅସନ୍ତୁଷ୍ଟ ଥିବା ପ୍ରସଙ୍ଗକୁ ଜେଡିୟୁ ଯେତେ ଲୁଚେଇଲେ ମଧ୍ୟ ଲୁଚୁ ନାହିଁ। ଏନଡିଏର ସହଯୋଗୀ ଥିଲେ ମଧ୍ୟ ଆଗାମୀ ଦିନରେ ଟ୍ରିପିଲ ତଲାକ…

ଇତିହାସ ରଚିବ ବାଣୀବିହାର: ପ୍ରଥମଥର…

ଭୁବନେଶ୍ୱର: କିଛି ନା କିଛି ଘଟଣା ହେଉ ବା ଅଘଟଣକୁ ନେଇ ସଦାବେଳେ ଚର୍ଚ୍ଚାରେ ରହି ଆସୁଛି ଉତ୍କଳ ବିଶ୍ବବିଦ୍ୟାଳୟ। ଏଥର କିନ୍ତୁ ଇତିହାସ ରଚିବାକୁ ଯାଉଛି ଉତ୍କଳ ବିଶ୍ବବିଦ୍ୟାଳୟ(ବାଣୀବିହାର)। ଏନ୍‌ଓସି ଦେଇନପାରି ପରୀକ୍ଷାରୁ ବଞ୍ଚିତ ହୋଇଥିବା ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ଅସମୟରେ ସ୍ବତନ୍ତ୍ର…

ଚାକିରୀଆଙ୍କ ପାଇଁ ପିଏଚଡି ପାଠ୍ୟକ୍ରମ…

ରାଉରକେଲା: ଆପଣ ନିଜ କର୍ମମୟ ଜୀବନରେ ବ୍ୟସ୍ତ ଅଛନ୍ତି କି ? ନିଜର ପେଶାଦାର ଜୀବନରେ ଉନ୍ନତି କରିବାକୁ ଚାଁହୁଛନ୍ତି କି ? ସେଥିପାଇଁ ଆପଣଙ୍କୁ କିଛି ଭିନ୍ନ କୋର୍ସ କରିବାକୁ ପଡିପାରେ|ଯେମିତିକି ପିଏଚଡି ହେଉ ବା ଏମବିଏ କରିବା ଦ୍ୱାରା ବଢିପାରେ ଆପଣଙ୍କ ଖ୍ୟାତି | ତେବେ ଡେରି କାହିଁକି, ରାଉରକେଲାରେ…

ଓଡ଼ିଆ ପାଇଲଟଙ୍କ ମୃତ୍ୟୁ: ଶୋକ ପ୍ରକାଶ…

ଭୁବନେଶ୍ବର: ଭାରତୀୟ ବାୟୁ ସେନାର ଏଏନ୍ -୩୨ ବିମାନ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ବିୟୋଗ ହୋଇଛି। ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ପରିବାରକୁ ମଧ୍ୟ ଗଭୀର…

ମି’ ଟୁ ମାମଲା: ନାନା ପାଟେକରଙ୍କୁ…

ମୁମ୍ବାଇ: ଦେଶର ପ୍ରଥମ ମି’ ଟୁ ଅଭିଯୋଗ ଏକ ପ୍ରକାରର ବନ୍ଦ ହୋଇଯାଇଛି। କାହିଁକିନା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲା ବନ୍ଦ ହୋଇଯାଇଛି। ଆଜି(ଗୁରୁବାର) ମୁମ୍ବାଇ ପୁଲିସ୍‌ ତନୁଶ୍ରୀ ଆଣିଥିବା ଅଭିଯୋଗର ତଦନ୍ତ…

ବଉଦ ଜିଲ୍ଲା: ବର୍ଷାରେ ବାମଣ୍ଡାଗାଁ…

ବଉଦ: ଆଉ ଅଳ୍ପ ଦିନପରେ ଓଡ଼ିଶା ଛୁଇଁବ ମୌସୁମୀ। କହିବାକୁ ଗଲେ ଓଡ଼ିଶାର ମୁଣ୍ଡ ଉପରେ ମୌସୁମୀ। ଗତକାଲି ରାତିରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ସେହିପରି ବଉଦ ଜିଲ୍ଲାର ବାମଣ୍ଡା ଗ୍ରାମରେ ମଧ୍ୟ ବର୍ଷା ହୋଇଥିଲା। କାଣିଚାଏ ବର୍ଷାରେ ମଧ୍ୟ ଗାଁ ଦାଣ୍ଡ ପୋଖରୀ…