Odisha Link
Bridging the Missing Links in Odisha

ଫନିରେ ୫ଲକ୍ଷ ଗଛ ଉପୁଡ଼ିଥିଲା, ଏବେ ୨ହଜାର…

ଭୁବନେଶ୍ବର : ବାତ୍ୟା ଫନିରେ ପ୍ରଭାବରେ ରାଜଧାନୀର ଅଧାରୁ ଅଧିକ ଗଛ ଉପୁଡ଼ି ଯାଇଥିଲା। ପାଖାପାଖି ୫ଲକ୍ଷ ଗଛ ଉପୁଡ଼ି ବା ଭାଙ୍ଗି ଯାଇଥିଲା। ଏହାପରେ ଜଙ୍ଗଲ ଓ ପରିବେଶ ବିଭାଗ, ବିଡିଏ, ବିଏମ୍‌ସି ରାଜଧାନୀରେ ସବୁଜିମା ଫେରାଇ ଆଣିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବ‌ାକୁ ଘୋଷଣା କରିଛନ୍ତି। କିନ୍ତୁ ଏପଟେ…

ଅନନ୍ତନାଗ ଏନକାଉଣ୍ଟର: ଆତଙ୍କବାଦୀଙ୍କ…

ଜମ୍ମୁ-କଶ୍ମୀର: ଜମ୍ମୁ- କଶ୍ମୀରର ଅନ୍ତନନାଗ ଠାରେ ଆଜି (ସୋମବାର)ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଊଣ୍ଟର ହୋଇଥିଲା। ଏକ ଏନ୍‌କାଉଣ୍ଟରରେ ଜଣେ ସେନା ମେଜର ଶହୀଦ୍‌ ହୋଇଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ସେନା ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ଗୁଳି…

୨୦ରୁ ୨୨ ମଧ୍ୟରେ ଓଡ଼ିଶା ଛୁଇଁପାରେ…

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଅସହ୍ୟ ଗରମ ସାଙ୍ଗକୁ ଅସହ୍ୟତାତିରୁ ମୁକ୍ତି ପାଇବେ ଓଡ଼ିଶାବାସୀ। କାହିଁକିନା ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ଓଡ଼ିଶାକୁ ପ୍ରଥମେ ମୌସୁମୀ ବାୟୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ…

ଚର୍ଚ୍ଚାରେ ପାଟକୁରା ନିର୍ବାଚନ:…

ପାଟକୁରା : ସାଧାରଣ ନିର୍ବାଚନ ସରି ଯାଇଥିଲେ ସୁଦ୍ଧା ରାଜ୍ୟ ରାଜନୀତିର ଉଷ୍ମତା ଠିକ୍‌ ପୂର୍ବଭଳି ରହିଛି। କାରଣ ଆଗକୁ ଥିବା ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଲେଣି ରାଜନୈତିକ ଦଳ। ରାଜ୍ୟରେ ବିଜେଡ଼ି ଶାସନରେ ଥିବା ହେତୁ ପାଟକୁରାରେ ବିଜୟ କରି ଦଳକୁ ଆହୁରି ସୁଦୃଢ କରିବାକୁ ଲଧ୍ୟ…

ବିଶିଷ୍ଟ ଫିଲ୍ମ ନିର୍ମାତା ମଣିରତ୍ନମ…

ଚେନ୍ନାଇ: ଦେଶର ବିଶିଷ୍ଟ ଓ ଜଣାଶୁଣା ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡ଼ିଛନ୍ତି। ମଣିରତ୍ନମଙ୍କ ହୃଦ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।ପୂର୍ବରୁ ୨୦୦୪ରେ ଫିଲ୍ମ ‘ୟୁବା‘ର ସୁଟିଂ ବେଳେ ସେ ହୃଦ୍‌ଘାତର ଶିକାର…

ପ୍ରବେଶିକା ପରୀକ୍ଷାକୁ ନେଇ ବିଭ୍ରାନ୍ତି,…

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ପିଜି ପାଠ୍ୟକ୍ରମ ପାଇଁ ଆବେଦନ ପ୍ରକିୟା ଜାରି ରହିଛି। ଏହାସହ ପିଜି ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ପାଇଁ ସବୁ ବିଶ୍ବବିଦ୍ୟାଳୟର  ପ୍ରସ୍ତୁତି ପ୍ରାୟ ଦୂଡ଼ାନ୍ତ ପର୍ଯ୍ୟାୟରେ। ଏତେ ସବୁ ମଧ୍ୟରେ ଦେଖିବାକୁ ମିଳିଛି…

୧୭ତମ ଲୋକସଭା ଅଧିବେଶନ : ଓଡ଼ିଆ ସାଂସଦ…

ନୂଆଦିଲ୍ଲୀ: ୧୭ତମ ଲୋସଭାର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ମଧ୍ୟବର୍ତ୍ତୀକାଳୀନ ବାଚସ୍ପତି ଭାବେ ଶପଥ ନେଇଥିବା ବୀରେନ୍ଦ୍ର କୁମାର ସମସ୍ତ ନୂତନ ଭାବେ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଶପଥପାଠ କରାଇଛନ୍ତି। ପ୍ରଥମେ ସାଂସଦ ଭାବେ ନରେନ୍ଦ୍ର ମୋଦି, ଅମିତ ଶାହ ଓ ରାଜନାଥଙ୍କ ଶପଥ ପାଠ ପରେ ପରେ…

୧୭ ତମ ଲୋକସଭା ଅଧିବେଶନ: କେଉଁଠି ବସିବେ…

ନୂଆଦିଲ୍ଲୀ:ଆଜି ୧୭ତମ ଲୋକସଭା ଆରମ୍ଭ ହୋଇଯାଇଛି। ମୋଦିଙ୍କ ଦ୍ବିତୀୟ ଇନିଂସର ଏହା ହେଉଛି ପ୍ରଥମ ଅଧିବେଶନ। ଏହି ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ ଅର୍ଥାତ୍ ଦୀର୍ଘ ୪୦ଦିନ ଧରି ଚାଲିବ। ଅଧିବେଶନର ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଶପଥ ଗ୍ରହଣ କରିଥିଲେ…

୧୭ତମ ଲୋକସଭାର ଉଦ୍‌ଘାଟନୀ ଅଧିବେଶନ ଆଜି,…

ନୂଆଦିଲ୍ଲୀ: ଆଜି(ସୋମବାର) ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଶପଥ ନେବେ ବୋଲି ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଦୁଇ ଦିନ ବ୍ୟାପୀ ଚାଲିବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ନେବା ପାଇଁ ୟୁନାଇଡେଟ୍‌ ପ୍ରୋଗ୍ରେସିଭ୍‌ ଆଲିଆନ୍ସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସ୍ୱତନ୍ତ୍ର…

ଶ୍ରୀମନ୍ଦିରରେ ଲାଗିଲା ଜୟ-ବିଜୟ…

ପୁରୀ: ବାତ୍ୟା ଫନିର ତାଣ୍ଡବରେ ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର କାରଣ ଶ୍ରୀମନ୍ଦିର ସିଂହଦ୍ବାରର ଜୟ ବିଜୟ ମୂର୍ତ୍ତି ପୂର୍ବପରି ଶ୍ରୀମନ୍ଦିରର ପୂର୍ବ ଦ୍ବାରରେ ସ୍ଥାପିତ ହୋଇଛି। ମନ୍ଦିର ପ୍ରଶାସନ କହିଥିବା…