Odisha Link
Bridging the Missing Links in Odisha

ଯୁକ୍ତ ଦୁଇ ପାଠ୍ୟକ୍ରମ ଆବେଦନର ସମୟସୀମା…

ଭୁବନେଶ୍ବର: ଯୁକ୍ତ ଦୁଇ ନାମଲେଖା ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଜୁନ୍ ୨୫ ଯାଏ ଆବେଦନ କରିପାରିବେ। ଏହା ସହ ଜୁନ୍ ୨୬ ଯାଏ ଅଫଲାଇନରେ ମଧ୍ୟ ଆବେଦନ କରିହେବ। ଜୁଲାଇ ୨ରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବା ସହ ଜୁଲାଇ ୩ରୁ ୬ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା…

ଫନି କ୍ଷତିଗ୍ରସ୍ତ ଉଠା ଦୋକନୀଙ୍କୁ ମିଳିବ…

ଭୁବନେଶ୍ବର : ରାଜଧାନୀରେ ବାତ୍ୟା ଫନିର ପ୍ରଭାବରେ ଅଧିକାଂଶ ଉଠା ଦୋକନି କ୍ଷତିଗ୍ରସ୍ତ ହୋଇଥିଲେ। କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀଙ୍କୁ ବିଏମ୍‌ସି ୧୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବ। ବିଏମ୍‌ସି ପକ୍ଷରୁ ୨୦୧୫-୧୬ରେ ହୋଇଥିବା ଉଠା ଦୋକାନୀ ସର୍ଭେ ଅନୁଯାୟୀ ଏବେ ତାଲିକା ପ୍ରସ୍ତୁତ…

କ୍ରିକେଟ ବିଶ୍ବକପ୍‌: ପ୍ରଥମଥର ପାଇଁ ୪ଟି…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ ହାତେଇବା ପାଇଁ ୧୦ଟି ଦଳ ମଧ୍ୟରେ ଚାଲିଛି କଡ଼ା ଟକର।କେଉଁ ଦଳ ବିଶ୍ବକପ୍‌ ବିଶ୍ୱକପ ବିଜୟୀ ହେବ ତାହା କେବଳ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଦିନ ଜଣା ପଡ଼ିବ। କିନ୍ତୁ ଚଳିତ ବିଶ୍ବକପ୍‌ ପାଇଁ ବର୍ଷା ଏବଂ ଖେଳାଳୀ ଆଘାତ ହେବା ଏକ ବଡ଼ କାରଣ। ଏହାଦ୍ବାରା ଅନେକ…

ଟିମ୍‌ ଇଣ୍ଡିଆକୁ ଝଟକା, ବିଜୟ ଶଙ୍କର…

ଲଣ୍ଡନ:ଚଳିତ କ୍ରିକେଟ ବିଶ୍ବକପ୍‌ ୨ଟି କାରଣ ପାଇଁ ଚର୍ଚ୍ଚାରେ। ଗୋଟାଏ ବର୍ଷା ଏବଂ ଅନ୍ୟଟି ଖେଳାଳୀ ଆହାତ ହେବା। ଟିମ୍‌ ଇଣ୍ଡିଆକୁ ପୁଣିଥରେ ଏକ ଝଟକା। କାରଣ ଟିମ୍‌ ଇଣ୍ଡିଆ ପିଛା ଛାଡ଼ୁନି ଆହତ ସମସ୍ୟା। ବୁଧବାର ଅଭ୍ୟାସ କରୁଥିବା ସମୟରେ ବିଜୟ ଶଙ୍କରଙ୍କ ଗୋଡ ଆଙ୍ଗୁଠିରେ ଆଘାତ ଲାଗିଛି। ଯଦିଓ ଏହା…

ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ…

ମୁମ୍ବାଇ: ଭାରତୀୟ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଭାରତୀୟ ଫିଲ୍ମ। ବରୁଣ ଧୱନ ଓ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ସୁଇ ଧାଗା-ମେଡ୍‌ ଇନ୍‌ ଇଣ୍ଡିଆ’କୁ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ ବେଲ୍ଟ ଏଣ୍ଡ ରୋଡ୍‌ ଫିଲ୍ମ ୱିକ୍‌ର…

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଫୋନରେ…

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦ ଭବନର ମିଳିତ ଅଧିବେଶନକୁ ସ୍ୱାଗତ କରିବା ସହ ସମ୍ବୋଧନ କରିଥିଲେ। ଏହାସହ ନରେନ୍ଦ୍ର ମୋଦି ସରକାରଙ୍କ ପ୍ଲାନ ବିଷୟରେ ନିଜର ଅଭିଭାଷଣରେ କହିଥିଲେ। ରାଷ୍ଟ୍ରପତି ଅଭିଭାଷଣ ଦେବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ନଜରକୁ ଆସିଛି।…

କ୍ରିକେଟ ବିଶ୍ବକପ୍: ବର୍ଷା ଯୋଗୁ ବୀମା…

ଲଣ୍ଡନ: କ୍ରିକେଟ ବିଶ୍ବକପ୍‌ ୨୦୧୯ ପ୍ରାୟ ଅଧାଅଧି ହେବାକୁ ବସିଲାଣି। ଚଳିତ ବିଶ୍ୱକପ୍‌ରେ ଏକାଧିକ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇଯାଇଛି ଏକଥା ବି ସତ। ଏଥିପାଇଁ ବୀମା କମ୍ପାନୀ ଓ ପ୍ରସାରଣ ଦାୟିତ୍ୱରେ ଥିବା ଷ୍ଟାର ଇଣ୍ଡିଆକୁ ଶକ୍ତ ଝଟ୍‌କା ଲାଗିଛି। ଷ୍ଟାର ଇଣ୍ଡିଆ ମ୍ୟାଚ୍‌ ବେଳେ ପ୍ରସାରିତ ହେଉଥିବା…

ସଂସଦର ଉଭୟ ଗୃହରେ ସମ୍ବୋଧନ କଲେ…

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଜନତା ସ୍ପଷ୍ଟ ବହୁମତ ଦେଇଛନ୍ତି। ଗତ ପାଞ୍ଚ ବର୍ଷରେ ନାଗରିକମାନେ ବୁଝି ସାରିଛନ୍ତି ଯେ ସରକାର ସେମାନଙ୍କ ପାଇଁ। ଏଥର ସାଧାରଣ…

ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବା ନେଇ…

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଯେମିତି ଇସ୍ତଫା ନ ଦିଅନ୍ତୁ , ସେଥିପାଇଁ ଦଳର ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ତାଙ୍କୁ ରାଜି କରାଇବାରେ ଲାଗି…

ଓଡ଼ିଶା କଲ୍‌ଚରାଲ୍‌ ସର୍କଲ ଅଧ୍ୟକ୍ଷ ହେଲେ…

ଭୁବନେଶ୍ବର: ହାରୋର ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ ସିଏମ୍‌ଡି ଜେକେ ମହାନ୍ତି ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା କଲ୍‌ଚରାଲ୍‌ ସର୍କଲ(ଓସିସି)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୧୪ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ଭାବେ ସ୍ବର୍ଗତ ଅମୀୟ ପଟ୍ଟନାୟକ ଦାୟିତ୍ବ…