Odisha Link
Bridging the Missing Links in Odisha

ଇନ୍ଦୋରରେ କଂଗ୍ରେସକୁ ଝଟକା, ନାମାଙ୍କନ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ହେଉଥିବା ନିର୍ବାଚନ ମାହୋଲ। ଲୋକସଭା ନିର୍ବାଚନ ୨୦୨୪ର ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟକା। କାରଣ ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଲା…

“ପୂର୍ବରୁ ମାଲକାନଗିରିରେ ଗୁଳି…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଗସ୍ତରେ ବିଜୁ ଜନତା ଦଳର ଟାଣୁଆ ନେତା ଭି.କେ ପାଣ୍ଡିଆନ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ଶ୍ରୀ ପାଣ୍ଡିଆନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିବା ପରଠୁ ନିରନ୍ତର ଭାବେ ପାଣ୍ଡିଆନ…

ଟି-୨୦ ବିଶ୍ବକପ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ। ୨୦୨୪ ଟି-୨୦ ବିଶ୍ବକପ୍‌ ପାଇଁ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍। ଆଉ ମହାକୁମ୍ଭର ମହାମୁକାବିଲା ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷଣା କରିଛି ଦଳ। ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍। କେନ୍‌…

ହାଇଭୋଲଟେଜ ପ୍ରଚାର: ମଧ୍ୟାହ୍ନରେ ରାହୁଲ,…

ଓଏଲ୍‌ ବ୍ୟୁରୋ: ଆଜି ରବିବାରରେ ଦୁଇ ଦୁଇଟି ହାଇଭୋଲଟେଜ ପ୍ରଚାର ଦେଖିବ ଓଡ଼ିଶା। ପୂର୍ବାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶାକୁ ପ୍ରଚାର ପାଇଁ ଆସୁଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଦୁଇ ହେଭିୱେଟ୍‌ଙ୍କ ଗସ୍ତକୁ ନେଇ ଉଭୟ…

ଆଉ ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ଆଜି ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଆଜି ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି।ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ…

ଆଉ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ବାହୁବଳୀ ନେତା ଭାବେ ପରିଚିତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ଟିକେଟ ମିଳିଥିବା ବେଳେ ସାଲେପୁରରୁ ଅରିନ୍ଦମ…

ପୁରୀରେ ଝାଡ଼ାବାନ୍ତି ଆତଙ୍କ, ଗଲାଣି ୨…

ପୁରୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ତାତିରୁ ତ୍ରାହି ପାଇବା ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଛି। ପୁରୀ ସହରର ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ…

ନିମାପଡ଼ା ରାଜନୀତି ସରଗରମ, ଘନ ଘନ ବୈଠକ…

ଓଏଲ୍‌ ବ୍ୟୁରୋ: ରୋଚକ ମୋଡ଼ରେ ନିମାପଡ଼ା ରାଜନୀତି। ବିଜେଡି ଟିକେଟ ଘୋଷଣା ହେବା ପରେ ନିମାପଡ଼ା ରାଜନୀତିରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର। ବିଜେଡି ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ଅନ୍ୟପଟେ ଦିଲ୍ଲୀପ ନାୟକ ବିଜେଡି…

ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ :…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଗସ୍ତରେ ବିଜେଡି ନେତା ଭି.କେ ପାଣ୍ଡିଆନ। ନିର୍ବାଚନ ପ୍ରଚାରର ତୃତୀୟ ଦିନରେ ପାଣ୍ଡିଆନ ଖଡିଆଳ ରୋଡରୁ ନୂଆପଡା ୧୨ କିଲୋମିଟର, ବିରାଟ ରୋଡ ଶୋ କରିଛନ୍ତି। ଆଉ ସେଠାରେ ଆୟୋଜିତ ନିର୍ବାଚନ ସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ। ଏଥିସହିତ ବିଜେପିକୁ…

ଦ୍ବୈତ ନଗରୀକୁ ରେଡ ଆଲାର୍ଟ, ତାତିରେ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନିବର୍ଷା। ଆଜିବି ଅସହ୍ୟ ତାତି ଅନୁଭୂତ ହେଉଛି। ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ପାଣିପାଗ ବିଭାଗ ଅନୁସାରେ, ଏବେ ତାତିରୁ ମିଳିବନି ଆଶ୍ୱସ୍ତି। ଆସନ୍ତା ୩୦ ତାରିଖ…