Odisha Link
Bridging the Missing Links in Odisha

ଜେଲ୍‌ରେ ଥିବା ଖଲିସ୍ତାନୀ ଆତଙ୍କୀ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚାଲିଛି ନିର୍ବାଚନୀ ଋତୁ। ଆଉ ଏହି ଋତୁକୁ ଖାସକରି ରାଜନେତା ମାନେ ଉପଭୋଗ କରିବାକୁ ପଛାନ୍ତି ନାହିଁ। ଅନ୍ୟପଟେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଲାଇଛନ୍ତି ଖଲିସ୍ତାନୀ ସମର୍ଥକ। ଏବେ ଆସାମର ଦିବ୍ରୁଗଡ଼ ଜେଲରେ ବନ୍ଦ ଥିବା "ଓ୍ବାରିସ ପଞ୍ଜାବ ଦେ'' ସଙ୍ଗଠନର ମୁଖ୍ୟ ଅମୃତପାଲ…

ଲୋକପ୍ରିୟ ୟୁଟ୍ୟୁବର ମନୀଷଙ୍କ ୟୁ…

ଓଏଲ୍‌ ବ୍ୟୁରୋ: କେବଳ ବିହାର ନୁହେଁ ସାରା ଭାରତର ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ। ମନୀଷ କଶପ୍ୟ ଆଜି ଦିଲ୍ଲୀ ସ୍ଥିତି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେବେ। ବିଜେପିରେ ଯୋଗ ଦେବା ପୂର୍ବରୁ ମନୀଷ କରିଥିଲେ ବଡ଼ ଘୋଷଣା। ବିହାରର ପଶ୍ଚିମ ଚମ୍ପାରଣ ଲୋକସଭା…

ଆଳି: ନିର୍ବାଚନ ଖର୍ଚ୍ଚ ପାଇଁ ଜମି…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ଗହଳି। ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରୋଚକ ମୋାଡ଼ରେ ପହଁଞ୍ଚିଛି ଆଳି ରାଜନୀତି। ଆଉ ଏସବୁ ମଧ୍ୟରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି…

ଓଡ଼ିଶା ରାଜନୀତି: ଲୁଙ୍ଗି ବନାମ ଧୋତି

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ସାରା ଦେଶରେ ନିର୍ବାଚନ ମାହୋଲ। ପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ନିର୍ବାଚନୀ ଚର୍ଚ୍ଚା। ଚା'ଖଟିରୁ ଆରମ୍ଭ କରି ସପିଂ ମଲ୍‌ ପର୍ଯ୍ୟନ୍ତ ହେଉଛି ନିର୍ବାଚନୀ ଚର୍ଚ୍ଚା। ଟିଭି, ଖବରକାଗଜ, ସୋସିଆଲ ମିଡିଆରେ ସବୁଠି ନିର୍ବାଚନୀ ଖବର। ଏସବୁ ବାଦ ବର୍ତ୍ତମାନ…

କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ…

ଓଏଲ୍‌ ବ୍ୟୁରୋ: କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏଣିକି ଅନଲାଇନ୍‌, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ ନୂତନ ଗ୍ରାହକଙ୍କୁ ଯୋଡ଼ି ପାରିବନି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ। ଏଥିସହିତ ନୂଆ କ୍ରେଡିଟ କାର୍ଡ ପ୍ରଦାନ ଉପରେ ମଧ୍ୟ ଆରବିଆଇ ନେଇଛି ବଡ଼…

ଆରସିବି ପରେ IPLରୁ ବାଦ ପଡ଼ିବ ଏହି ଦଳ,…

ଓଏଲ୍‌ ବ୍ୟୁରୋ: ରୋଚକ ମୋଡରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୭ ତମ ସଂସ୍କରଣ। ବର୍ତ୍ତମାନ ଚଳିତ ସିଜିନର ଓଲଟା ଗଣତି ଆରମ୍ଭ ହୋଇ ସାରିଛି। ଅର୍ଥାତ୍‌ ଆରମ୍ଭ ହୋଇ ସାରିଛି ଦ୍ବିତୀୟ ଚରଣ ମୁକାବିଲା। ସମସ୍ତ ଟିମ୍‌ ପ୍ଲେ ଅଫ୍‌ ଦୌଡ଼ରେ ରହିବା ପାଇଁ ଲଢ଼େଇ ଜାରି ରଖିଛନ୍ତି। ଏହି ଦୌଡ଼ରେ ସବୁଠୁ…

ବାରବାଟୀ-କଟକରୁ ପ୍ରାର୍ଥୀ ହେବେ…

ଓଏଲ୍‌ ବ୍ୟୁରୋ: ଗତକାଲି ବାରବାଟୀ-କଟକ ବିିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଥିଲା ସୁପ୍ରିମ ଆଶ୍ବସ୍ତି। ହେଲେ ନିର୍ବାଚନ ଦୃଷ୍ଟିକୋଣରୁ ଦେଖିଲେ ମିଳିଥିଲା ବଡ଼ ଝଟକା। କାରଣ ୨୦୨୪ ନିର୍ବାଚନ ଲଢ଼ିପାରିବେନି ମହମ୍ମଦ ମୋକିମ।କିଏ ହେବ ବାରବାଟୀ-କଟକର କଂଗ୍ରେସ ପ୍ରାର୍ଥୀ ତାକୁ ନେଇ ଆରମ୍ଭ…

ବିରୋଧୀଙ୍କ ଅସଲ ରୂପ ଲୋକେ ଜାଣନ୍ତି:…

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଆରମ୍ଭ ହୋଇଥିଲା ଯୋଡ଼ି ଶଙ୍ଖର ପ୍ରଚାର। ଆଉ ଆଜିଠୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନୀ ମୈଦାନରୁ ପ୍ରତ୍ୟକ୍ଷ ଭାବେ ଆରମ୍ଭ କରିଛନ୍ତି ପ୍ରଚାର। ଜୟ ଜଗନ୍ନାଥ କହି ପ୍ରଚାର ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ। ବିଜେଡି ସରକାରର ବିକାଶର ଗାଥା କହିବା…

ସକାଳୁ ସକାଳୁ ୩୬ ଡିଗ୍ରୀ ଛୁଇଁଲାଣି…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଛୁଇଁଛି ପାରଦ। ୩୬ ଡିଗ୍ରୀ ସହିତ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ସକାଲ ସାଢ଼େ ୮ଟା…

ନିର୍ବାଚନ ୨୦୨୪: ଆଜି ପ୍ରଚାର ମୈଦାନକୁ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ସୋମବାର ଦିନ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ିିଶଙ୍ଖର ପ୍ରଚାର ଆରମ୍ଭ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ…