Odisha Link
Bridging the Missing Links in Odisha

ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି:…

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଯୋଡ଼ି ଶଙ୍ଖ, ହିଞ୍ଜିଳି ଓ ଶେରଗଡ଼ରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆରମ୍ଭ କରିଛନ୍ତି ମାରାଥନ ପ୍ରଚାର। କୋରାପୁଟରେ ମୁଖ୍ୟମନ୍ତ୍ରୀ ନିଆରା ପ୍ରଚାର କରିଛନ୍ତି। କୋରାପୁଟ ସଭାରୁ ବିରୋଧୀଙ୍କ ଉପରେ ନବୀନ କରିଛନ୍ତି ଶାଣିତ…

ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ,…

ଓଏଲ୍‌ ବ୍ୟୁରୋ: ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ଦେବାଶିଷ ନାୟକ। ବିଜେପି ଟିକେଟ୍‌ ଆଶାୟୀ ଥିବା ଦେବାଶିଷ ନାୟକ ଟିକେଟ୍‌ ନପାଇବାରୁ ବିଜେପି ଛାଡ଼ି କଂଗ୍ରେସର ହାତ ଧରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ…

କାଲି ରାତିରେ ଓଡ଼ିଶା ଆସିବେ ନରେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିର ପ୍ରମୁଖ ଶୀର୍ଷ ନେତାଙ୍କ ଓଡ଼ିଶା ଗସ୍ତ ଜାରି ରହିଛି। ଏହି କ୍ରମରେ ଆାସନ୍ତାକାଲି ରାତିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଜେପି ଉପସଭାପତି ଗୋଲକ ମହାପାତ୍ର।…

ନୟାଗଡ଼: ଦଳକୁ ବିଶ୍ବାସ କରୁନାହାନ୍ତି…

ନୟାଗଡ଼: ସବୁଠି ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ଏହାରି ଭିତରେ ତିନି ଦଳର ଷ୍ଟାର ପ୍ରଚାରକ ନିଜ ନିଜ ଦଳର…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଭରତପୁର ଥାନା ଅଧିନ ଏକ ବସ୍ତିରେ ଘଟିଛି ଏଭଳି ଘଟଣା।ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ…

୨ ଦିନିଆ ଓଡ଼ିଶା ଗସ୍ତରେ ବୈଦେଶିକ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିର ପ୍ରମୁଖ ଶୀର୍ଷ ନେତାଙ୍କ ଓଡ଼ିଶା ଗସ୍ତ ଜାରି ରହିଛି। ଏହି କ୍ରମରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଁଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।ଭୁବନେଶ୍ୱର ବିମାନବନ୍ଦରରେ ଜୟଶଙ୍କରଙ୍କୁ ଭବ୍ୟ…

ନବୀନଙ୍କ ମାରାଥନ ପ୍ରଚାର, ଆଜି ୪ ଜିଲ୍ଲା…

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଯୋଡ଼ି ଶଙ୍ଖ, ହିଞ୍ଜିଳି ଓ ଶେରଗଡ଼ରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କରିବେ ମାରାଥନ ପ୍ରଚାର। ଦିନକରେ ୪ଟି ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ। ଚଳିତ ସାଧାରଣ ନିର୍ବାଚନରେ ଦ୍ବିତୀୟ ଥର ପାଇଁ ନିର୍ବାଚନୀ…

ଟିକେଟ୍ ଫେରାଇଲେ ପୁରୀ କଂଗ୍ରେସ ଲୋକସଭା…

ଓଏଲ୍‌ ବ୍ୟୁରୋ: ମେ' ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନ ଜିତିବା ପାଇଁ କରୁଛନ୍ତି କସରତ। ଏସବୁ ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ନିର୍ବାଚନ ପୂର୍ବରୁ ଟିକେଟ୍‌ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା…

ସୁଜାତା କାର୍ତ୍ତିକେୟନଙ୍କୁ ବଡ଼ ଦାୟିତ୍ବ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବଡ଼ ଦାୟିତ୍ବ। ମିଶନ ଶକ୍ତି ସଚିବ ପଦରୁ ତାଙ୍କୁ ବଦଳି କରି ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ବରିଷ୍ଠ ଆଇଏଏସ ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର…

ଏଥର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ,…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ଲଢ଼ିବେ ଭେଟେରାନ ରାଜନେତା ସୌମ୍ୟରଂଜନ ପଟ୍ଟନାୟକ। ପୂର୍ବତନ ବିଜୁ ଜନତା ଦଳ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନ ଲଢ଼ିବେ। ସେ କେନ୍ଦୁଝର ଜିଲ୍ଲା ଘସିପୁରା ଆସନରୁ…