Odisha Link
Bridging the Missing Links in Odisha

ମୋଦି ସରକାର ୩.୦: ପ୍ରଥମ ବଜେଟ୍‌

ଓଏଲ୍‌ ବ୍ୟୁରୋ: ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ଆସିବ। ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୮ମ ଥର ପାଇଁ ଆଜି ବଜେଟ୍‌ ଉପସ୍ଥାପନ କରିବେ। ସକାଳ ସାଢ଼େ ୮ଟା ବେଳେ ଅର୍ଥମନ୍ତ୍ରୀ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ତାତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ୫ ଦିନ ପରେ ଦିଲ୍ଲୀ ବିଧାନସଭ ନିର୍ବାଚନ ପାଇଁ ଭୋଟ ପଡ଼ିବାକୁ ଥିବାବେଳେ ଦିଲ୍ଲୀର ପୂର୍ବତତ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାରଙ୍କୁ…

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜି ମାରିଲା…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସକୁ ବଡ଼ ଝଟକା। ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି। କଂଗ୍ରେସ ଓ ଆପ୍‌ ମିଶି ବିଜେପିକୁ ରୋକିବାରେ ଅକ୍ଷମ ହୋଇଛନ୍ତି। ବିଜେପି ପ୍ରାର୍ଥୀ ହରପ୍ରୀତ କୌରଙ୍କୁ ମୋଟ ୧୯ଟି ଭୋଟ ମିଳିଥିବା…

ଦିଲ୍ଲୀ ନିର୍ବାଚନରେ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଶେଷ ପର୍ଯ୍ୟାୟରେ ନିର୍ବାଚନୀ ପ୍ରଚାର ପହଁଞ୍ଚିଥିବା ବେଳେ ଯମୁନା ନଦୀର ପ୍ରଦୂଷଣ ମାମଲା ଏବେ ବଡ଼ ରାଜନୈତିକ ମୁଦ୍ଦା ହୋଇଛି। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ଓ ଆମ ଆଦମୀ ପାର୍ଟି। ଏସବୁ ମଧ୍ୟରେ…

ବିଶ୍ବର ୩ୟ ଦଳ ଭାବେ ସର୍ବାଧିକ ମ୍ୟାଚ…

ଓଏଲ୍‌ ବ୍ୟୁରୋ: ରାଜକୋଟ୍‌ ଟି-୨୦ ମ୍ୟାଚରେ ଭାରତର ପରାଜୟ ପରେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି ଟିମ୍‌ ଇଣ୍ଡିଆ। ବିଶ୍ବ କ୍ରିକେଟରେ ଟିମ୍‌ ଇଣ୍ଡିଆ କ୍ରିକେଟର ୩ଟି ଫର୍ମାଟରେ ୭୦୦ଟି ମ୍ୟାଚରେ ପରାଜିତ ହୋଇଛି। ବିଶ୍ବର ତୃତୀୟ ଦଳ ଭାବେ ଭାରତୀୟ ଦଳ ୭୦୦ ମ୍ୟାଚରେ ପରାଜିତ ହୋଇଛି। ବିଶ୍ବ କ୍ରିକେଟରେ…

ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଆଜି ପୂରିଛି ୨ ବର୍ଷ। ହତ୍ୟାକାଣ୍ଡକୁ ୨ ବର୍ଷ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସି ପାରିନାହିଁ। ଏସବୁ ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଇଛନ୍ତତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ାର…

ଶତକ ପୂରଣ କଲା ଇସ୍ରୋ, ଶ୍ରୀହରିକୋଟାରୁ…

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)। ଆଜି ସଫଳତାପୂର୍ବକ ଶ୍ରୀହରିକୋଟା ଅନ୍ତରୀକ୍ଷ କେନ୍ଦ୍ରରେ ଇସ୍ରୋ ୧୦୦ତମ ମିଶନର ସଫଳ ଲଞ୍ଚ କରି ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଆଜି ଏକ ନାଭିଗେଶନ ଉପଗ୍ରହ ଲଞ୍ଚ କରିଛି ଇସ୍ରୋ। ଇସ୍ରୋର ଅଧ୍ୟକ୍ଷ ଭାବେ…

ରାଜକୋଟ୍‌ ଟି-୨୦: ଟସ୍‌ ଜିତିଲା ଭାରତ,…

ଓଏଲ୍‌ ବ୍ୟୁରୋ: ରାଜକୋଟରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜର ତୃତୀୟ ମ୍ୟାଚ୍। ଇଂଲଣ୍ଡ ପାଇଁ କର ବା ମର ମ୍ୟାଚ ହୋଇଥିବା ବେଳେ ଭାରତ ଆଜିର ମ୍ୟାଚ ଜିତି ସିରିଜ ନିଜ ନାମରେ କରିବା ପାଇଁ ପଡ଼ିଆକୁ ଓହ୍ଲାଇବ। ହାଇଭୋଲଟେଜ ମୁକାବିଲାରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି।…

ସରକାରୀ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ…

ଓଏଲ୍‌ ବ୍ୟୁରୋ: ବିଳମ୍ବରେ ଅଫିସିକୁ ଆସୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ସରକାରୀ ଅଫିସ୍‌ରେ ଚାଲିବନି ଆଉ ମନମାନି। ଏଣିକି ଠିକ୍‌ ସମୟରେ କାର୍ଯ୍ୟାଳୟକୁ ନ ଆସିଲେ ନିଆଯିବ ଆକ୍ସନ। ସେମାନଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ବିଳମ୍ବରେ ଆସୁଥିବା ସରକାରୀ କର୍ମଚାରୀଙ୍କ…

ରାଜକୋଟ୍‌ରେ କିଏ କରିିବ ରାଜ ? ୨ଟି…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ସମୟର ଅପେକ୍ଷା। ଟି-୨୦ ସିରିଜର ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ତେବେ…