ବର୍ଷାଜଳ ସଂରକ୍ଷଣ କରିବାକୁ ଚିଠି ଲେଖିଲେ…
ନୂଆଦିଲ୍ଲୀ: ଆଉ ଅଳ୍ପଦିନ ପରେ ବର୍ଷା ଦିନ ଆସିବ। ଗ୍ରାମାଞ୍ଚଳରେ ଜଳ ସଂକଟକୁ ଆଖି ଆଗରେ ରଖି ଠିକ୍ ବର୍ଷାଦିନ ଆଗରୁ ଗାଁ ମୁଖିଆମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଚିଠିରେ ଲେଖିଛନ୍ତି ଯେ, ମୌସୁମୀ ଆସିବା ପୂର୍ବରୁ ବୃହତ୍ ପରିମାଣର ବର୍ଷାଜଳ ସଂରକ୍ଷଣ କରିବା ପାଇଁ…