Odisha Link
Bridging the Missing Links in Odisha

ନବୀନ ନିବାସରେ ସମୀକ୍ଷା ବୈଠକ; ଯୋଗଦେବେ…

ଓଏଲ୍‌ ବ୍ୟୁରୋ: ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ସମସ୍ତ ରାଜନୈତିକ ଦଳ ଜୋରଦାର ଆରମ୍ଭ କଲେଣି ପ୍ରସ୍ତୁତି। ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ରହିଛି ନଜର। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଲେଣି କସରତ। ଏସବୁ ମଧ୍ୟରେ ଶାସକ ଦଳ…

୩ଟି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାଇତ୍ୱ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପୂର୍ବରୁ ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ ଡିଜି ନିଯୁକ୍ତ କରାଯାଇଛି। ଏନ୍ଆଇଏ ଓ ଏନଡିଆରଏଫ୍ ନୂଆ ଡିଜି ନିଯୁକ୍ତ ହୋଇଥିବାବେଳେ ଆଇପିଏସ ସଦାନନ୍ଦ ବସନ୍ତ ଏନ୍ଆଇଏର ନୂଆ ଡିଜି ଭାବେ ଦାଇତ୍ୱ ନେଇଛନ୍ତି। ଆଇପିଏସ ପୀୟୂଷ ଆନନ୍ଦ ଏନଡିଆରଏଫର ନୂଆ ଡିଜି ଭାବେ…

କଲବଲ କରୁଛି ତାତି; ରାଜ୍ୟର ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ବଢୁଛି ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ବେଳକୁ କିଛି ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି।…

ହୋଲି ଖେଳିଲେ ମହାପ୍ରଭୁ; ଦୋଳବେଦୀରେ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଫଗୁ ଖେଳିଲେ ମହାପ୍ରଭୁ। ଦୋଳ ବିମାନରେ ବସି ଦୋଳ ବେଦୀରେ ପହଞ୍ଚି ଦୋଳଗୋବିନ୍ଦ ଫଗୁ ଖେଳିଛନ୍ତି। ବସନ୍ତ ମହୋତ୍ସବରେ ମହାପ୍ରଭୁ ବିମାନରେ ବସି ଶ୍ରୀମନ୍ଦିର ଚାରିପଟେ ବୁଲି ଦୋଳ ବେଦୀକୁ ବିରାଜମାନ କରିଛନ୍ତି ଦୋଳଗୋବିନ୍ଦ। ଭୂ-ଦେବୀ, ଶ୍ରୀଦେବୀଙ୍କ ସହ…

ଆସନ୍ତାକାଲି ପାଳନ ହେବ ହୋଲି: ଅଘଟଣ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପାଳନ ହେବ ହୋଲି। ଏହି ରଙ୍ଗର ପର୍ବରେ ତୁଠରେ ଜଗିବେ ଅଗ୍ନିଶମ କର୍ମଚାରୀ। ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲରେ ମୁତୟନ କର୍ମଚାରୀ ହେବେ। ୫ଟି ସ୍ଥାନରେ ଲାଇଫ ଗାର୍ଡ, ଜ୍ୟାକେଟ, ରବର ବୋଟ ଆଦି…

ରାଉରକେଲା ପୁଲିସକୁ ବଡ଼ ସଫଳତା; ସାଇବର…

ଓଏଲ୍‌ ବ୍ୟୁରୋ: ରାଉରକେଲା ପୁଲିସକୁ ବଡ଼ ସଫଳତା ମିଳିଛି। ଅନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗର ୧୦ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହାଇଦ୍ରାବାଦର ବିମାନ ବନ୍ଦରରୁ ପୁଲିସ ଗିରଫ କରିଛି। ଡେଟିଂ ଆପରେ ଝିଅଙ୍କ ପ୍ରୋଫାଇଲ କରି ଚୂନା ଲଗାଉଥିଲେ। ଗିରଫ ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ରହିଛି।

ଶଙ୍ଖ ଛାଡ଼ିଲେ ପୂର୍ବତନ ଖଲ୍ଲିକୋଟ ବିଧାୟକ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ମାହୋଲ। ଓଡ଼ିଶାରେ ଏକାଥରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବା ବେଳେ ସାରା ଦେଶର ନଜର ଏବେ ବିଶେଷ ଭାବେ ଓଡ଼ିଶା ଉପରେ ରହିଛି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ଜାରି ରହିଛି। ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଖଲ୍ଲିକୋଟ ବିଧାୟକ। ପୂର୍ବତନ ଖଲ୍ଲିକୋଟ୍…

ନିର୍ବାଚନୀ କସରତ: ନବୀନଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ନବୀନ ନିବାସରେ ଛାତ୍ର ବିଜେଡି କର୍ମକତ୍ତା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ଛାତ୍ର ବିଜେଡି ନେତା। ତେବେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏହି କସରତ ଆରମ୍ଭ ହୋଇଛି। ସୂଚନା…

ନନ୍ଦନକାନନରେ ନୂଆ ଅତିଥି; ବଢ଼ିଲା ସିଂହ…

ଓଏଲ୍‌ ବ୍ୟୁରୋ: ନନ୍ଦନକାନନରେ ବଢ଼ିଲା ଅତିଥି ସଂଖ୍ୟା। ଦ୍ୱିତୀୟ ଥର ମା ହେଲା ସିଂହୀ ରେୱା। ଏସିଆଟିକ ସିଂହୀ ରେୱା ଔରସରୁ ୩ଟି ଅଣ୍ଡିରା ଶାବକ ଜନ୍ମ ନେଇଛନ୍ତି। ସିଂହ ମାନଙ୍କ ସଂଖ୍ୟା ଏବେ ୨୪କୁ ବୃଦ୍ଧି ଘଟିଛି। ପ୍ରାଣୀ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ସେମାନଙ୍କୁ ରଖାଯାଇଛି। ଉଭୟ ମା ଓ ଶାବକ…

ବଢୁଛି ତାତି; ଉପରମୁହାଁ ପାରଦ

ଓଏଲ୍‌ ବ୍ୟୁରୋ: ଆଗକୁ ଆହୁରି ବଢିବ ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ବେଳକୁ କିଛି ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର…