Odisha Link
Bridging the Missing Links in Odisha

ଛତିଶଗଡ଼ରେ ନକ୍ସଲଙ୍କ ଆକ୍ରମଣ: ଓଡ଼ିଆ…

ଓଏଲ୍‌ ବ୍ୟୁରୋ: ଶୋକ ଭରା କୋହର ଭିଜିଛି ଗାଁ ମାଟି। ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ଛତିଶଗଡ଼ରେ ଗତକାଲି ମାଓ ଅପରେସନ ସମୟରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏହି ସମୟରେ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ପାଇଁ ପୁରୀ ଶ୍ରୀମନ୍ଦିରରେ ଆଜି ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ…

ଭିଜିଲାନ୍ସ ପଞ୍ଝାରେ ପିଏଚ୍‌ ଡିଭିଜନ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଭୁବନେଶ୍ବର ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘର ରେଡ୍‌ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ…

୨୦୨୪ରେ ମୋଟ ୯୯ଟି ଛୁଟିଦିନ

ଓଏଲ୍‌ ବ୍ୟୁରୋ: ଜାରି ହେଲା ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୪ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି। ୨୦୨୪ ବର୍ଷରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଛି। ଏଥିସହିତ ୬ଟି…

କ୍ରୀଡ଼ାର ବିକାଶ ପାଇଁ ଆଉ ପାଦେ, ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ଉଦଘାଟନ ହେଲା ଓଡ଼ିଶା ଟେବୁଲ ଟେନିସ ଏକାଡେମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଏକାଡେମୀକୁ ଉଦଘାଟନ କରିଛନ୍ତି। ଏଥିସହିତ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ୍‌ର ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଏହି ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମରେ ୧୬ଟି ଟିଟି ଟେବୁଲ,…

ଉପବାଚସ୍ପତି ପଦରୁ ଇସ୍ତଫା ଦେବେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ରଜନୀକାନ୍ତ ସିଂହ। ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ସିଂହଙ୍କୁ ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେ ଆସନ୍ତାକାଲି ବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ଜଣାପଡ଼ିଛି।…

ଆଉ ନାହାନ୍ତି ମହେଶ୍ବର ମହାନ୍ତି,…

ଓଏଲ୍‌ ବ୍ୟୁରୋ: ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି। ପୁରୀ ରାଜନୀତିର ଭୀଷ୍ମ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ପୁରୀ ବାସଭବନରେ ପାର୍ଥିବ ଶରୀର ପହଂଚିଥିଲା।…

ଆସନ୍ତା ୨୦ରେ ଓଡ଼ିଶା ଆସିବେ ମହାମହିମ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୦ରେ ଓଡ଼ିଶା ଆସୁଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମନ୍ତବ୍ୟରୁ ଏହି ସଂକେତ ମିଳିଛି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ…

ଛତିଶଗଡ଼ରେ ନିର୍ବାଚନୀ ହିଂସା: ୩ ଯବାନ…

ଓଏଲ୍‌ ବ୍ୟୁରୋ: ସକାଳ ୭ଟାରୁ ଆରମ୍ଭ ହୋଇଛି ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ। ଛତିଶଗଡ଼ର ୨୦ଟି ଆସନରେ ମତଦାନ ଚାଲିଥିବା ବେଳେ ମିଜୋରାମର ୪୦ଟି ଆସନରେ ମତଦାନ ହେଉଛି। ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସବୁଠୁ ବଡ଼କଥା ହେଲା କି ମତଦାନ ଆରମ୍ଭ ହେଉ ହେଉ ଛତିଶଗଡ଼ର…

ଆରପାରିରେ ମହେଶ୍ୱର ମହାନ୍ତି; ଶେଷଦର୍ଶନ…

ଓଏଲ୍‌ ବ୍ୟୁରୋ: ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି। ପୁରୀ ରାଜନୀତିର ଭୀଷ୍ମ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ପୁରୀ ବାସଭବନରେ ପାର୍ଥିବ ଶରୀର ପହଂଚିଛି। କର୍ମକ୍ଷେତ୍ର…