Odisha Link
Bridging the Missing Links in Odisha

ଓଡ଼ିଆ ପାଇଲଟଙ୍କ ମୃତ୍ୟୁ: ଶୋକ ପ୍ରକାଶ…

ଭୁବନେଶ୍ବର: ଭାରତୀୟ ବାୟୁ ସେନାର ଏଏନ୍ -୩୨ ବିମାନ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ବିୟୋଗ ହୋଇଛି। ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ପରିବାରକୁ ମଧ୍ୟ ଗଭୀର…

ପ୍ରତିଟି ଓଡ଼ିଆ ଘରେ ରଜ ପର୍ବ

ଭୁବନେଶ୍ବର : ଆସନ୍ତା କାଲି ରଜ ସେଥିପାଇଁ ଗାଁରୁ ସହର ହୋଇ ଉଠିଛି ଚଳଚଞ୍ଚଳ। ରଜ ଏପରି ଏକ ପର୍ବ ଯେଉଁ ପର୍ବକୁ ପ୍ରତିଟି ଓଡିଆ ପାଳନ କରିବା ଲାଗି ବର୍ଷ ଯାକ ଅପେକ୍ଷା କରିଥାନ୍ତି। ରଜ ନାଁ ଶୁଣିଲେ ପ୍ରତିଟି ଓଡିଆ  ବିଦେଶରେ  ଥିଲେ ବି ଟିକେ ସମୟ ପିଲାବେଳର ସେହି ସ୍ମୃତିକୁ ମନେ ପକାଇବାଲାଗି ନିଜକୁ…

ମି’ ଟୁ ମାମଲା: ନାନା ପାଟେକରଙ୍କୁ…

ମୁମ୍ବାଇ: ଦେଶର ପ୍ରଥମ ମି’ ଟୁ ଅଭିଯୋଗ ଏକ ପ୍ରକାରର ବନ୍ଦ ହୋଇଯାଇଛି। କାହିଁକିନା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲା ବନ୍ଦ ହୋଇଯାଇଛି। ଆଜି(ଗୁରୁବାର) ମୁମ୍ବାଇ ପୁଲିସ୍‌ ତନୁଶ୍ରୀ ଆଣିଥିବା ଅଭିଯୋଗର ତଦନ୍ତ…

ବଉଦ ଜିଲ୍ଲା: ବର୍ଷାରେ ବାମଣ୍ଡାଗାଁ…

ବଉଦ: ଆଉ ଅଳ୍ପ ଦିନପରେ ଓଡ଼ିଶା ଛୁଇଁବ ମୌସୁମୀ। କହିବାକୁ ଗଲେ ଓଡ଼ିଶାର ମୁଣ୍ଡ ଉପରେ ମୌସୁମୀ। ଗତକାଲି ରାତିରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ସେହିପରି ବଉଦ ଜିଲ୍ଲାର ବାମଣ୍ଡା ଗ୍ରାମରେ ମଧ୍ୟ ବର୍ଷା ହୋଇଥିଲା। କାଣିଚାଏ ବର୍ଷାରେ ମଧ୍ୟ ଗାଁ ଦାଣ୍ଡ ପୋଖରୀ…

ନିରଞ୍ଜନ-ନରସିଂହ ଆଲୋଚନା

ଭୁବନେଶ୍ୱର : ଚଳିତ ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଭିନ୍ନ ସମୟରେ କଂଗ୍ରେସର ବୈଠକ ପରେ ବୈଠକ ବସୁଛି । ଆଲୋଚନା ଓ ତର୍ଜମା ହେଉଛି । ତେବେ ଗୁରୁବାର କଂଗ୍ରେସର ୨ ବରିଷ୍ଠ ନେତା ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, ଗୁରୁବାର ପିସିସି…

ରଥଯାତ୍ରା ତୃତୀୟ ସମନ୍ୱୟ ବୈଠକ ଶେଷ:…

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀରେ ଆୟୋଜିତ ହୋଇଥିଲା ତୃତୀୟ ସମନ୍ୱୟ କମିଟି ବୈଠକ । ଆଇନ ମନ୍ତ୍ରୀ ପ୍ରତିପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶେଷ ହୋଇଛି । ବୈଠକରେ ସେବାୟତ ଓ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରମାନେ ଉପସ୍ଥିତ ଥିଲେ । ବୈଠକରେ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଉପରେ…

ଲୁଟ୍‍ ପରେ ସ୍କୁଟିରୁ ମହିଳାଙ୍କୁ…

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ନିକଟରେ ଆଜି ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କଠାରୁ ୩ଜଣ ଦୁର୍ବୃତ୍ତ ସୁନାହାର ଲୁଟି ନେଇଥିବା ଜଣାପଡ଼ିଛି। ମହିଳା ଜଣକ ହେଉଛନ୍ତି ରୋଷୋ ଗ୍ରାମର ମାନସୀ ପଣ୍ଡା। ହାର ଲୁଟି ନେବା ପରେ ଦୁର୍ବୃତ୍ତମାନେ ମାନସୀଙ୍କୁ ସ୍କୁଟିରୁ ଠେଲି ପକାଇ…

ଧର୍ମଘଟରେ ଥିବା କନିଷ୍ଠ ଡାକ୍ତରଙ୍କୁ…

କୋଲକାତା: କୋଲକାତାରେ କନିଷ୍ଠ ଡାକ୍ତରଙ୍କ ଧର୍ମଘଟର ଆଜି ତୃତୀୟ ଦିନରେ ପହଁଞ୍ଚିଛି। ଜଣେ ରୋଗୀଙ୍କର ମୃତ୍ୟୁ ଘଟିବା ପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରେ ଲହୁ ଲୁହାଣ ହେବା ପରେ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ କନିଷ୍ଠ ଡାକ୍ତରମାନେ ଆରମ୍ଭ କରିଥିଲେ ଧର୍ମଘଟ। ଗୁରୁବାର ଦିନ କୋଲକାତାସ୍ଥିତ ଏସଏସକେଏମ…

ଗିରଫ ହେଲେ ରସିକିଆ ବାବା

ନୂଆପଡ଼ା : ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ବସନ୍ତ କୁମାର ବାଗ। ତା’ ଘର ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଘୁଟୁପାଲି ଗାଁରେ। ସୂଚନା ଅନୁଯାୟୀ, ନାବାଳିକାଙ୍କୁ ଭୂତ ଲାଗିଥିବା ସନ୍ଦେହ କରି ତାଙ୍କ…

ଖୁବଶୀଘ୍ର ଅଧ୍ୟାପକ ପଦବୀ ପୂରଣ ହେବ:…

ଭୁବନେଶ୍ବର: ନୂତନ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିବା ଅରୁଣ ସାହୁଙ୍କ ଅଧ୍ୟଷତାରେ ଆଜି ଭୁବନେଶ୍ୱର ପୁସ୍ତକ ଭବନରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ବିଦ୍ୟାଳୟ କୁଳପତି ସମ୍ମିଳନୀ। ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବିଭିନ୍ନ ବିଶ୍ବ ବିଦ୍ୟାଳୟର କୁଳପତି ଏବଂ ଅନ୍ୟ ବରିଷ୍ଠ…