Odisha Link
Bridging the Missing Links in Odisha

ଶୁକ୍ରବାର ନବୀନ-ଧର୍ମେନ୍ଦ୍ର ବୈଠକ!

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଶୁକ୍ରବାର ଓଡ଼ିଶା ଭବନରେ ବୈଠକ ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଏହି ବୈଠକ ସମ୍ପର୍କରେ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା…

ରାଜନୀତିର ଖେଳକୁ ଏଣ୍ଟ୍ରି କରିବେ କି…

ନୂଆଦିଲ୍ଲୀ: ଅନେକ ଖେଳାଳୀ ଖେଳରୁ ଅବସର ନେବା ପରେ ରାଜନୀତିର ଖେଳରେ ଯୋଗ ଦେଇଥାନ୍ତି। ସେହିପରି ଓଡ଼ିଆ ସ୍ପିଣ୍ଟର ଦୂତି ଚାନ୍ଦ ରାଜନୈତିକ ମଇଦାନରେ ପାଦ ଥାପିବା ନେଇ ଜୋର ଚର୍ଚ୍ଚା ହେଉଛି। ଏକ ଗଣମାଧ୍ୟମ ସଂସ୍ଥା ସିଏନଏନକୁ ସାକ୍ଷାତ କରି ଦୂତି କହିଛନ୍ତି ଯେ, ରାଜନୀତି ପ୍ରତି ତାଙ୍କର ଆଗ୍ରହ ରହିଛି,…

ମୁସଲମାନ ଝିଅମାନଙ୍କୁ ମାଗଣାରେ ୟୁପିଏସସି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନମାନଙ୍କ ଲାଗି ବିଭିନ୍ନ ନୂତନ ଯୋଜନା କରୁଥିବା ଜଣାଯାଇଛି। ଗତକାଲି ତିନ୍‌ ତଲାକ ବିଲ୍‌ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା। ଠିକ୍‌ ସେହିପରି ମୁସଲମାନ ମହିଳା ଶିକ୍ଷାର ବିକାଶ ପାଇଁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର…

କିର୍ଗିଜସ୍ତାନର ରାଜଧାନୀ ବିଶକେକରେ…

ବିଶକେକ୍‌: ଆଜି କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ମୋଦିଙ୍କ ପହଞ୍ଚିବା ପୂର୍ବରୁ ଦେଖିବାକୁ ମିଳିଛି ଅଘଟଣ। ବିଶକେକ୍‌ ରାସ୍ତାର ଉଭୟ ପାର୍ଶ୍ୱରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଓଲଟା ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ବିଶକେକ୍‌…

କିର୍ଗିଜିସ୍ତାନ ଅଭିମୁଖେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦି କିର୍ଗିଜିସ୍ତାନର ରାଜଧାନୀ ବିଶକେକ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଏବଂ କାଲିର ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନଟି ଓମାନ, ଇରାନ୍‌ ଓ କେନ୍ଦ୍ରୀୟ…

୫ରୁ ଆରମ୍ଭ ହୋଇ ୧୪ରେ ସରିବ ଶ୍ରୀମନ୍ଦିର…

ପୁରୀ : ଚଳିତ ବର୍ଷ ମହାପ୍ରଭୁ ରଥଯାତ୍ରାରେ ବାହାରିଲା ପରେ ଆରମ୍ଭ ହେବ ଶ୍ରୀମନ୍ଦିର ମରାମତି କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏଏସ୍ ଆଇ ଓ ପୂର୍ତ୍ତ ବିଭାଗକୁ ସେହି ଅନୁଯାୟୀ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫ରୁ କାମ ଆରମ୍ଭ ହୋଇ ୧୪ରେ ସରିବ। ଏଏସ୍ ଆଇ ଓ…

କ୍ରିକେଟ ବିଶ୍ବକପ୍‌ ୨୦୧୯: ଆଜି…

ନଟିଂହାମ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୧୮ ତମ ମ୍ୟାଚ୍‌ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରେଣ୍ଟ ବ୍ରିଜରେ ଖେଳାଯିବ। ଦୀର୍ଘ ୧୬ ବର୍ଷ ପରେ ବିଶ୍ବକପ ମ୍ୟାଚରେ ଭେଟ ହେବେ ଏହି ୨ ଟିମ୍। କିନ୍ତୁ ଏହି ହାଇଭୋଲଟେଜ୍‌ ମ୍ୟାଚ ପୂର୍ବରୁ ସମ୍ଭାବ୍ୟ ବର୍ଷାକୁ ନେଇ ବେଶି ଚର୍ଚ୍ଚା ଜୋର ଧରିଛି। କାରଣ ଚଳିତ…

ଭାଇବୋହୂକୁ କଟୁରିରେ ଆକ୍ରମଣ

କଟକ : କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ଭାଇବୋହୂକୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆହତ ମହିଳାଙ୍କ ନାଁ କାଦମ୍ୱିନୀ ବାରିକ। ତାଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ…

ରାଜ୍ୟରେ ୨୦ଟି ଜିଲ୍ଲା ପାଇଁ କାଳବୈଶାଖୀ…

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ବୁଧବାର ମଧ୍ୟରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ଝିପିଝିପି ବର୍ଷା ଲାଗି ରହିଛି। ଉତ୍ତରପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ସୂଚନା​ ଦେଇଛି । ଏହାର ପ୍ରଭାବରେ ଉପକୂଳ…

ପାକିସ୍ତାନ ମୁହାଁ ସାମୁଦ୍ରିକ ଝଡ଼ ‘ବାୟୁ’

ଅହମଦାବାଦ: ଆଜି ଗୁଜୁରାଟ ଉପକୂଳରେ ସାମୁଦ୍ରିକ ଝଡ଼ ‘ବାୟୁ’ ଲ୍ୟାଣ୍ଡଫଲ୍ କରିବାର ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ସାମୁଦ୍ରିକ ଝଡ଼ ‘ବାୟୁ’ର ଗତିପଥ ବଦଳି ଯାଇଥିବା ସୂଚନା ରହିଛି। ଏହା ଏବେ ପାକିସ୍ତାନ ଆଡ଼କୁ ମୁହାଁଇଥିବା ସୂଚନା ମିଳିଛି। ‘ବାୟୁ’ ଗୁଜରାଟର ସମୁଦ୍ର ଉପକୂଳ ଦେଇ…