Odisha Link
Bridging the Missing Links in Odisha

୧୭ତମ ଲୋକସଭା ଅଧିବେଶନ : ଓଡ଼ିଆ ସାଂସଦ…

ନୂଆଦିଲ୍ଲୀ: ୧୭ତମ ଲୋସଭାର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ମଧ୍ୟବର୍ତ୍ତୀକାଳୀନ ବାଚସ୍ପତି ଭାବେ ଶପଥ ନେଇଥିବା ବୀରେନ୍ଦ୍ର କୁମାର ସମସ୍ତ ନୂତନ ଭାବେ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଶପଥପାଠ କରାଇଛନ୍ତି। ପ୍ରଥମେ ସାଂସଦ ଭାବେ ନରେନ୍ଦ୍ର ମୋଦି, ଅମିତ ଶାହ ଓ ରାଜନାଥଙ୍କ ଶପଥ ପାଠ ପରେ ପରେ…

କାମସାରି ରାତିରେ ଏକୁଟିଆ ଫେରୁଥିବା ବେଳେ…

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରର ରୟାଲ ପଡିଆଠାରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୯ଟା ବେଳେ ଯୁବତୀ ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ଯୁବତୀକୁ ନିଛାଟିଆ ଜାଗାରେ ଏକୁଟିଆ ପାଇ ତିନିଜଣ ଯୁବକ ଦୁଷ୍କର୍ମ କରିଛନ୍ତି । ରାସ୍ତା ଅନ୍ଧାର ହୋଇଥିବାରୁ…

ହାତୀ ନେଲା ଜୀବନ

ବାରିପଦା : ମୟୂରଭଞ୍ଜ ଜିଲାସ୍ଥିତ ବାରିପଦାର ହଳଦୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗରବିଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି।ଡ଼ାଙ୍ଗରବିଲା ଅଞ୍ଚଳର ଅଞ୍ଚଳର ଜଣେ ବ୍ୟକ୍ତି ଆଜି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁସାରେ, ସକାଳ ସମୟରେ ବ୍ୟକ୍ତି ଜଣକ ଶୌଚ ହେବା ପାଇଁ ଯାଇଥିଲେ। ଠିକ…

ବଜ୍ରପାତରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ବଡ଼ଦେଇ ଗାଁରେ ବଜ୍ରପାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିଷମ ନାୟକ ଓ ମହେନ୍ଦ୍ର ଭତ୍ରା।ବିଷମ ବଡ଼ଦେଇ ଗାଁର ହୋଇଥିବା ବେଳେ ମହେନ୍ଦ୍ର ବକଢ଼ାବେଡ଼ା ଗାଁର। ମଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବଡ଼ଦେଇ ଗାଁରେ ବର୍ଷା…

‘ସାହୋ’ର ଟିଜର ଦେଖି ପ୍ରଭାସଙ୍କ ଫ୍ୟାନ୍…

ମୁମ୍ବାଇ :  ପୁରା ଭାରତବର୍ଷରେ ବାହୁବଳୀ ନାମରେ ଜଣାଯାଉଥିବା ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ଟିଜର ଇତି ମଧ୍ୟରେ ମୁକ୍ତିଲାଭ କରିଛି । ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଏଇ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ପ୍ରଭାସ, ଶ୍ରଦ୍ଧା କପୁର ଓ ନିଲ ନିତିନ ମୁକେଶକୁ…

ଓଡ଼ିଶାରେ ବନ୍ଦର ପ୍ରଭାବ ନାହିଁ:…

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ଘଟଣାରେ ଆଜି ଦେଶବ୍ୟାପୀ ଆନେ୍ଦାଳନ କରାଯାଉଛି । ଦେଶବ୍ୟାପୀ ଦିଆଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରାକୁ ଓଡ଼ିଶା ଶାଖା ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଛି । ତେବେ ଓଡ଼ିଶାରେ ବନ୍ଦର ବିଶେଷ ପ୍ରଭାବ ପଡିନାହିଁ । ଜରୁରୀକାଳୀନ ସେବା ଜାରି ରହିଛି ବୋଲି…

୧୭ ତମ ଲୋକସଭା ଅଧିବେଶନ: କେଉଁଠି ବସିବେ…

ନୂଆଦିଲ୍ଲୀ:ଆଜି ୧୭ତମ ଲୋକସଭା ଆରମ୍ଭ ହୋଇଯାଇଛି। ମୋଦିଙ୍କ ଦ୍ବିତୀୟ ଇନିଂସର ଏହା ହେଉଛି ପ୍ରଥମ ଅଧିବେଶନ। ଏହି ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ ଅର୍ଥାତ୍ ଦୀର୍ଘ ୪୦ଦିନ ଧରି ଚାଲିବ। ଅଧିବେଶନର ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଶପଥ ଗ୍ରହଣ କରିଥିଲେ…

ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା

ଭୁବନେଶ୍ୱର : ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା । ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ଏହି ସାଇବର ଥାନା ପ୍ରତିଷ୍ଠା କରାଯିବ । ନୂଆ ସାଇବର ଥାନା ସମ୍ପର୍କରେ ଡିଜିପି ରାଜନେ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ସାଇବର ମାମଲା ଉଦବେଗଜନକଭାବେ ବୃଦ୍ଧି ପାଉଛି । ୨୦୧୩ଟି…

ନଦୀରେ ବୁଡ଼ି ଯୁବକ ମୃତ

କାମାକ୍ଷାନଗର : ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ରାମିଆଳ ନଦୀରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବକ ତାଙ୍କ ନିଜର କିଛି ସାଙ୍ଗ ସହ ନଦୀକୂଳକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ରନ୍ଧା ହେଉଥିବା…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେରର ହରିହାରପୁରରେ ଥିବା ନିକଟସ୍ଥ ପାଉଁଶ ଇଟାଭାଟିରେ ଆଜି ଏକ ଅଘଟଣ ଘଟିଛି। ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଭାଟି ମାଲିକ ଓ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପାଉଁଶ ଇଟାଭାଟିରେ ମାଟି ଖୋଳୁଥିବା ସମୟରେ ୧୧ କେଭି ବିଦ୍ୟୁତ ତାର…