Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍‌ ୨୦୧୯: ଆଜି ଭାରତ…

ଓଭାଲ୍: କ୍ରିକେଟ ବିଶ୍ବକପ୍‌ ୨୦୧୯ର ଆଜି ୧୪ ତମ ମ୍ୟାଚ ଓଭାଲ ପଡ଼ିଆରେ ଖେଳାଯିବ। ଆଜିର ହାଇଭୋଲଟେଜ୍‌ ମ୍ୟାଚରେ ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍‌ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଲଣ୍ଡନର ଐତିହାସିକ…

ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ…

ନୂଅ‍ାଦିଲ୍ଲୀ: ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି। ଏଥର ଯୋଗ ଦିବସ ରାଞ୍ଚିରେ ଆୟୋଜିତ ହେଉଅଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ୩୦,୦୦୦ ଯୋଗ ଶ୍ରଦ୍ଧାଳୁଙ୍କ ନେତୃତ୍ୱ ନେବେ। ଆସନ୍ତା ଜୁନ୍ ୨୧ ତାରିଖରେ ଝାଡଖଣ୍ଡର ରାଂଚିରେ ଥିବା ପ୍ରଭାତ…

କେରଳ ଛୁଇଁଲା ମୌସୁମୀ: ଅପେକ୍ଷୋର…

ଭୁବନେଶ୍ୱର : ଆଜି କେରଳ ଛୁଇଁଛି ମୌସୁମୀ ବାୟୁ। ପାଗ ଅନୁକୂଳ ରହିଲେ ୭ ଦିନ ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି କୁହାଯାଇଛି । ଆଉ ଦୁଇ ଦିନ…

ଓଡ଼ିଶା ବିଧାନସଭା ଉପବାଚସ୍ପତି ହେବେ…

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେଡିର ରଜନୀକାନ୍ତ ସିଂ ବିଧାନସଭାର ନୂଆ ଉପ ବାଚସ୍ପତି ହେବେ ବୋଲି ସୂଚନା ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉପବାଚସ୍ପତି ପଦ ପାଇଁ ଶ୍ରୀ ସିଂଙ୍କ ନାମ ପ୍ରସ୍ତାବିତ…

କ୍ରିକେଟ ବିଶ୍ବକପ୍‌ ଇତିହାସରେ କେତୋଟି…

ଭୁବନେଶ୍ବର: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୧୧ ନମ୍ବର ମ୍ୟାଚ୍‌ ବର୍ଷାଜନିତ କାରଣରୁ ଖେଳା ହୋଇ ପାରିନଥିଲା। ଏହି ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଥିଲା। ବର୍ଷା କରାଣରୁ ଏହି ମ୍ୟାଚରେ ଟସ୍‌ ମଧ୍ୟ ପଡି ପାରିନଥିଲା। ଫଳରେ ଅମ୍ପାୟାର୍‌ ମ୍ୟାଚଟିକୁ ବାତିଲ ଘୋଷଣା କରିଥିଲେ।…

ଜୀବନ ପ୍ରତି ବିପଦ ଅଛି କହିଲେ ଜେଇଙ୍କ…

ଭୁବନେଶ୍ୱର : ପାଟଣାଗଡ଼ ଜେଇଙ୍କୁ ବିଧାୟକ ବସଉଠ ଘଟଣାରେ ସମ୍ପୃକ୍ତ ଜେଇଙ୍କ ପତ୍ନୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଓ ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି । ଜୁନ୍ ୬ ତାରିଖରୁ ବିଧାୟକ ସରୋଜ ମେହେରଙ୍କ ନାମରେ ଏତଲା ଦିଆଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଦୁଇ…

ପୁରୀ : ଆଜି ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ। ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ…

ଜୋର ଧରିଲା ପାଟକୁରା ନିର୍ବାଚନ…

ଭୁବନେଶ୍ବର: ଯେ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ। ଦୁଇ ସପ୍ତାହ ଭିତରେ ଘୋଷଣା ହୋଇପାରେ। କମିସନ୍ ଏ ସମ୍ପର୍କିତ ରିପୋର୍ଟ ସିଇଓଙ୍କ ଠାରୁ ମଗାଇଛନ୍ତି। ଏପଟେ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆଜି ନୂଆଦିଲ୍ଲୀରେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି…

+୨ ବିଜ୍ଞାନ ପରୀକ୍ଷା ଫଳାଫଳ:…

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ମୋଟ ୯୭,୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଛନ୍ତି। ଏମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏଥର ସାରା ରାଜ୍ୟରେ ପାସ୍ ହାର ୭୨.୩୩% ଥିବା ବେଳେ…

ଭିବଗିୟୋର ଇନଷ୍ଟିଚ୍ୟୁଟର ଶୁଭଶ୍ରୀ…

ଭୁବନେଶ୍ବର: ଆଜି ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟର ଅଗ୍ରଣୀ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରର ଭିବଗିୟୋର ଇନଷ୍ଟିଚ୍ୟୁଟର ଛାତ୍ରୀ ଶୁଭଶ୍ରୀ ମହାରଣା ସାରା ରାଜ୍ୟରେ ବିଜ୍ଞାନ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଅପରାଜଜେୟ ପଣ୍ଡା କହିଛନ୍ତି।…