୨୫ରୁ ବିଧାନସଭା, ୨୮ରେ ବଜେଟ
ଭୁବନେଶ୍ୱର : ଆସନ୍ତା ୨୫ ତାରିଖରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ନବୀନ ସରକାରଙ୍କ ପଂଚମ ପାଳିରେ ଏହା ହେବ ପ୍ରଥମ ଅଧିବେଶନ । ଜୁନ ୨୭ରେ ଉପବାଚସ୍ପତି ନିର୍ବାଚନ ହେବାର ଥିବା ବେଳେ ଜୁନ ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପିତ ହେବ ।
ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳ…