Odisha Link
Bridging the Missing Links in Odisha
Browsing Tag

ଅଯୋଧ୍ୟା

ଠକିଦେଲେ ଭକ୍ତ: ୨୨ କୋଟି ଟଙ୍କାର ୧୫…

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଅଭିଯାନ ବେଳେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଚେକ୍‌ ଆକାରରେ ଆଦାୟ ହୋଇଥିବା ଦାନ ପାଣିରେ ପଡ଼ିଛି। ଭକ୍ତମାନଙ୍କ ଦ୍ବାରା ପ୍ରଦତ୍ତ ୧୫ ହଜାରରୁ ଅଧିକ ଚେକ୍‌ ବାଉନ୍ସ ହୋଇଛି। ଏସବୁ ଚେକ୍‌ର ମୋଟ ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ। ରାମ ମନ୍ଦିର ନିର୍ମାଣ ଦାୟିତ୍ବ…

୨୯ ବର୍ଷ ପରେ ଅଯୋଧ୍ୟା ଗଲେ ନରେନ୍ଦ୍ର…

ଅଯୋଧ୍ୟା: ନିଜର ଶପଥ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୀର୍ଘ ୨୯ ବର୍ଷ ପରେ ଆଜି ଅଯୋଧ୍ୟା ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଜନତା ପାର୍ଟି (ବିଜେପି) ଗଠନର ମାତ୍ର ଗୋଟିଏ ଦଶନ୍ଧି ପରେ ହିଁ ରାମ ମନ୍ଦିର ପ୍ରସଙ୍ଗ ଏହି ଦଳକୁ ଏକ ଜାତୀୟ ପ୍ରତିଷ୍ଠା ଆଣିଥିଲା। ପୂରାତନ ରାମ ମନ୍ଦିର ଥିବା…

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ…

ଅଯୋଧ୍ୟା: ବହୁ ପ୍ରତୀକ୍ଷିତ ରାମ ମନ୍ଦିର ଭୂମିପୂଜନ ଶେଷ ହୋଇଛି। ଏଥିପାଇଁ ଆୟୋଜିତ ସ୍ବତନ୍ତ୍ର ଧର୍ମୀୟ ପାରମ୍ପରିକ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। ପଣ୍ଡିତଙ୍କର ମନ୍ତ୍ରୋଚାରଣ ସହ ଅତିଥିମାନେ ତଳେ ବସି ଏହି କାର୍ଯ୍ୟକ୍ରମ ସମାପନ କରିଛନ୍ତି।…

ରାମ ମନ୍ଦିର ପାଇଁ ପାଣ୍ଠି ଆଦାୟ ନାମରେ…

ଅଯୋଧ୍ୟା: ରାମ ଜନ୍ମଭୂମି ଟ୍ରଷ୍ଟ ଗଠନର ଦୁଇ ମାସ ବିତି ନଥିବା ବେଳେ ଏହି ମଉକାରେ ନିରୀହ ଶ୍ରଦ୍ଧାଳୁଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି ସାଇବର ଠକ। ରାମ ମନ୍ଦିର ଅଯୋଧ୍ୟା ନାମରେ ଏକ ଟୁଇଟର ହାଣ୍ଡଲ ଖୋଲାଯିବା ସହ ଓ୍ବେବସାଇଟ୍‌ ତିଆରି କରି ଲୋକଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ…