Odisha Link
Bridging the Missing Links in Odisha
Browsing Tag

ଏସଆରସି

ହୀରାକୁଦର ୬ଟି ଗେଟ ଖୋଲାଯିବ: ଏସଆରସି

ଭୁବନେଶ୍ୱର: ଲଘୁଚାପ କାରଣରୁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଛତିଶଗଡ଼ରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ଆସୁଛି। ତେବେ ରୁଲ କର୍ଭ ଅନୁଯାୟୀ ଜଳସ୍ତର ଠିକ ଥିଲେ ମଧ୍ୟ ଆଜି ୬ଟି ଗେଟ ଖୋଲିବାକୁ ଯୋଜନା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା।…

ରନ୍ଧା ଓ ଶୁଖିଲା ଖାଦ୍ୟ ପାଇଁ ଏସଆରସିଙ୍କ…

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ପ୍ରବଳରୁ ଅତି ପ୍ରବଳ ବର୍ଷା ଦୃଷ୍ଟିରୁ ଏସଆରସିଙ୍କ ପକ୍ଷରୁ ସତର୍କତା ଜାରି ହୋଇଛି। ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା…

ପ୍ରବଳ ବର୍ଷା ଆଶଙ୍କା, ସତର୍କ ସୂଚନା…

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ୧୭ ତାରିଖରେ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନଜରରେ ରଖି ଏସଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଏସଆରସି ଚିଠିରେ ଉଲ୍ଲେଖ…

ଆଜି ସଂଧ୍ୟା ୭ଟାରେ ଏସଆରସିଙ୍କ…

ଭୁବନେଶ୍ୱର: ଆଜି ସଂଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା। କରୋନା ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ। ରାଜ୍ୟରେ ଦିନକୁ ଦିନ କରୋନା କାୟା ବଢ଼ୁଥିବା ବେଳେ ଏସିଆରସିଙ୍କ ଘୋଷଣାକୁ ନେଇ ସମସ୍ତଙ୍କର ନଜର ରହିଛି। ଏହାରି…