Odisha Link
Bridging the Missing Links in Odisha
Browsing Tag

ଓଡ଼ିଶା ସରକାର

କୃଷକଙ୍କ ଆୟବୃଦ୍ଧି ଦିଗରେ ଗୁରୁତ୍ୱ…

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଅଗ୍ରଗତି ଏବଂ କୃଷକଙ୍କ ରୋଜଗାରକୁ ବର୍ଦ୍ଧିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ତ୍ରିସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବୁଧବାର ସୂଚନା ଦେଇଛନ୍ତି। ବର୍ତମାନ ରାଜ୍ୟର ୯୦ ପ୍ରତିଶତ…

ରଗବି ଇଣ୍ଡିଆ ସହ ୩ ବର୍ଷ ପାଇଁ ଚୁକ୍ତି…

ଭୁବନେଶ୍ବର: ଭାରତୀୟ ରଗବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍‌। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷର କରିଛନ୍ତି ଉଭୟ ରାଜ୍ୟ ସରକାର ଓ କିଟ୍‌। ଆଗକୁ ୧୮ ବର୍ଷରୁ କମ୍‌ ଭାରତୀୟ ଏସିଆନ୍‌ ଚାମ୍ପିଅନସିପରେ ଭାଗ ନେବାକୁ ଯାଉଛି ଭାରତ। ଗତ ଅଗଷ୍ଟ ୧୪ ତାରିଖରୁ ଆସନ୍ତା ସେପ୍ଟେମ୍ବର…

‘ବନ୍ଦେ ଉତ୍କଳ ଜନନୀ’…

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ 'ବନ୍ଦେ ଉତ୍କଳ ଜନନୀ' ଗୀତକୁ ରାଜ୍ୟସଂଗୀତ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ସବୁ ଓଡ଼ିଆ ଆସନ୍ତାକାଲି ସଂଧ୍ୟା ୫ଟା ୩୦ରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ…

ଓଡ଼ିଶାରେ ୧୫୪୭ ଶଯ୍ୟା ବିଶିଷ୍ଟ ୭…

ଭୁବନେଶ୍ବର: ଆଜି ସୁଦ୍ଧା ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି; ଏହି ୭ଟି ଡାକ୍ତରଖାନାର ସମୁଦାୟ ଶଯ୍ୟା ସଂଖ୍ୟା ୧୫୪୭। ଭୁବନେଶ୍ବର ସମ୍‌ ହସ୍ପିଟାଲରେ ସର୍ବାଧିକ ୫୦୦ ଶଯ୍ୟାର ସୁବିଧା ଥିବା ବେଳେ ଏଠାରେ ୨୫ଟି ଆଇସିୟୁ ଶଯ୍ୟା ମଧ୍ୟ ରହିଛି। ଅନୁରୂପ ଭାବେ ଭୁବନେଶ୍ବର…