Odisha Link
Bridging the Missing Links in Odisha
Browsing Tag

ଚଳଚ୍ଚିତ୍ର

ଚଳଚ୍ଚିତ୍ରରେ ନଜର ଆସିବେ ସୁର ରାଉତରାୟ

ଭୁବନେଶ୍ବର: ଚଳଚ୍ଚିତ୍ରରେ ନଜର ଆସିବେ ସୁର ରାଉତରାୟ। ଗଣମାଧ୍ୟମରେ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବିଧାୟକ ସୁରେଶ ରାଉତରାୟ ରାଜନେତାରୁ ଅଭିନେତା ଆଡକୁ ମନ ବଳାଇଛନ୍ତି। ପୂର୍ବରୁ ଗୀତ ଗାଇ ଚର୍ଚ୍ଚା ସୃଷ୍ଟି କରିଥିବା ସୁର ରାଉତରାୟ ଏବେ ବଡ ପରଦାରେ ଆସିବାକୁ ଯାଉଛନ୍ତି। ସୁମିତ୍ରା…

ଏକ ସମୟରେ ମୁକ୍ତିଲାଭ କରୁଛି ୩ ଓଡ଼ିଆ…

ଭୁବନେଶ୍ବର: ଆସନ୍ତାକାଲି ୨୫ ଏପ୍ରିଲ ରବିବାର ସଂଧ୍ୟାରେ ଏକ ସମୟରେ ତିନୋଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ତିନୋଟି ଯାକ ଚଳଚ୍ଚିତ୍ର ଟେଲିଭିଜନ୍‌ ଚ୍ୟାନେଲରେ ଆସିବ। ଟିଭି ପରଦାରେ ଏକ ସମୟରେ ତିନୋଟି ସିନେମା ଦେଖିବା ସମ୍ଭବ ହେଉ ନଥିବାରୁ ଦର୍ଶକେ କେଉଁଟି ଦେଖିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି।…

ବିନା ଅନୁମତିରେ ଓଡ଼ିଆରେ ନକଲ

ଭୁବନେଶ୍ବର: ବିନା ଅନୁମତିରେ ପ୍ରସିଦ୍ଧ ମଲାୟଲମ ଚଳଚ୍ଚିତ୍ର 'ହେଲେନ୍'ର କାହାଣୀ (ପ୍ରାୟ ଫ୍ରେମ୍‌ ଟୁ ଫ୍ରେମ୍) ଓ ପୋଷ୍ଟର୍‌ ନକଲ କରି କୁଖ୍ୟାତି ଅର୍ଜନ କରିଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର 'ମୋନାଲିସା' ଆଇନର ଜାଲରେ ଛନ୍ଦି ହୋଇପାରେ। ନକଲ ନେଇ ଜଣାପଡ଼ିବା ପରେ ଏହାର ସ୍ବତ୍ବ…