Odisha Link
Bridging the Missing Links in Odisha
Browsing Tag

ନରେନ୍ଦ୍ର ମୋଦି

ମୋଦିଙ୍କୁ ଟ୍ରମ୍ପଙ୍କ ଧମକ!…

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ସଂକ୍ରମଣ ଅଟକାଇବାରେ ସମର୍ଥ ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଠାରୁ ଏହା ଆମଦାନୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ। ତେବେ ଯଦି ଭାରତ ଏହା ନ ପଠାଏ ତେବେ ଆମେରିକା ଜବାବ୍‌ ଦେବ ବୋଲି ଟ୍ରମ୍ପ…

କରୋନା ଲଢ଼େଇ ବାଟବଣା:…

ଭୁବନେଶ୍ବର: ଗୋଟିଏ ପଟେ ଦେଶ ଏକାଠି କରୋନା ମହାମାରୀର ମୁକାବିଲା କରୁଥିବା ବେଳେ କିଛି ବ୍ୟକ୍ତି ଭୁଲ ବିଚାରଧାରାର ବଶବର୍ତ୍ତୀ ହୋଇ କରୋନା କଟକଣାର ଉଲ୍ଲଂଗନ କରୁଛନ୍ତି। ସରକାରଙ୍କର ପରାମର୍ଶ, ତାଗିଦା ଅମାନ୍ୟ କରି ଏକତା ଆଳରେ ବିପଦ ଡାକି ଆଣୁଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଏକତା ଆହ୍ବାନକୁ…

ବିଜେପିକୁ ୪୦ ପୂରିଲା

ନୂଆଦିଲ୍ଲୀ: କେନ୍ଦ୍ରରେ ବର୍ତ୍ତମାନ ସରକାର ଗଢ଼ିଥିବା ଭାରତୀୟ ଜନତା ପାର୍ଟି ଆଜି ୪୦ ବର୍ଷ ପୂର୍ତ୍ତି ପାଳନ କରୁଛି। ଏ ଅବସରରେ ଆଜି ଦଳର ରାଷ୍ଟ୍ରୀୟ ସଭାପତି ଦଳୀୟ ପତାକା ଉତ୍ତୋଳନ କରିବା ସହ କର୍ମୀ ଓ ନେତାଙ୍କୁ ଶୁଭକାମନା ଜଣାଇଛନ୍ତି। କରୋନା ସଂକ୍ରମମଣ କାରଣରୁ ଆଜିର ପ୍ରତିଷ୍ଠା ଦିବସ ନିରାଡମ୍ବର…