Odisha Link
Bridging the Missing Links in Odisha
Browsing Tag

ପ୍ରବାସୀ ଶ୍ରମିକ

ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ,…

ଜୟପୁର: କରୋନା ସଂକ୍ରମଣ ହାର ଦିନକୁ ଦିନ ବଢୁଥିବା ବେଳେ ପ୍ରବାସୀ ଶ୍ରମିକ ଘର ମୁହାଁ ହେଉଛନ୍ତି। ଘରକୁ ଫେରିବା ସମୟରେ ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ଶ୍ୟାମ ଭୋଇ। ବୋରିଗୁମ୍ମା ଥାନା ଅନ୍ତର୍ଗତ କସାଗୁଡା ଗ୍ରାମ ନିକଟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ…

କରୋନା ସମୀକ୍ଷା: ପ୍ରବାସୀଙ୍କ ଫେରିବା…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ରାଜ୍ୟ ଲକଡାଉନ ଘୋଷଣା କରିଥିବା ବେଳେ ଆଜି କରୋନା ସ୍ଥିତି ସମୀକ୍ଷା କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।…

ପ୍ରବାସୀ ଶ୍ରମିକଙ୍କ ହେବ ସ୍କିଲ୍‌…

ଭୁବନେଶ୍ବର: ଏଣିକି ପ୍ରବାସୀ ଶ୍ରମିକମାନଙ୍କ ଦକ୍ଷତା ନକ୍ସାଙ୍କନ (ସ୍କିଲ ମ୍ୟାପିଂ) କରାଯିବ। ଏ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ଲକ୍‌ଡାଉନ୍‌ ପାଇଁ ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ଘରବାହୁଡ଼ା ଓ ନିଯୁକ୍ତି ସମସ୍ୟା ଉପରେ…

୩ ବିମାନରେ ଓଡ଼ିଶା ଫେରିଲେ ପ୍ରବାସୀ…

ଭୁବନେଶ୍ବର: ଲକ୍‌ଡାଉନ୍‌ କାରଣରୁ ହିମାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସରକାର ଫେରାଇ ଆଣିଛନ୍ତି। ୩ଟି ଏୟାର ଏସିଆ ବିମାନ ଯୋଗେ ୩୫୦ ଜଣ ଶ୍ରମିକଙ୍କୁ ଭୁବନେଶ୍ବର ଅଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଜମ୍ମୁକଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ଶମ୍ବା…

ପାରାଦୀପ ଗସ୍ତ କରି ପ୍ରବାସୀ ଶ୍ରମିକଙ୍କ…

ଜଗତସିଂହପୁର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲକ୍‌ଡାଉନ୍‌ ପାଇଁ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି। ଏଥିପାଇଁ ପ୍ରବାସୀ ଶ୍ରମିକଙ୍କ ପାଇଁ ବିଭିନ୍ନ ପଦକ୍ଷେପ…