Odisha Link
Bridging the Missing Links in Odisha
Browsing Tag

ବାବା ରାମଦେବ

ପୁଣି ଅଡୁଆରେ ବାବା ରାମଦେବ

ନୂଆଦିଲ୍ଲୀ: ପୁଣି ଅଡୁଆରେ ବାବା ରାମଦେବ। ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡୁଛନ୍ତି ଯୋଗ ଗୁରୁ ବାବା ରାମଦେବ। ଏଲୋପାଥି ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ବହୁ ବିରୋଧ ସମ୍ମୁଖୀନ ହୋଇ ଗତକାଲି ନିଜର ମତ ବଦଳାଇଥିଲେ। ଡାକ୍ତରମାନଙ୍କୁ ଦେବଦୂତ କହିବା ସହ ସେ କୋଭିଡ୍ ଟିକା ନେବାକୁ ପ୍ରସ୍ତୁତ…

ଟିକା ନେବେ ବାବା ରାମଦେବ, ସମସ୍ତଙ୍କୁ…

ନୂଆଦିଲ୍ଲୀ: କରୋନା ଟିକା ନେବେ ଯୋଗଗୁରୁ ବାବା ରାମଦେବ। ଏଥିସହ ଅନ୍ୟମାନେ ବି କରୋନା ଟିକା ନେବା ପାଇଁ ସେ ନିବେଦନ କରିଛନ୍ତି। ନିକଟରେ ଏଲୋପାଥି ଚିକିତ୍ସାକୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଫଳରେ ସେ ନିଜ ବିବୃତି ପ୍ରତ୍ୟାହାର କରିବାକୁ ବାଧ୍ୟ…

ବାବା ରାମଦେବଙ୍କୁ ସମନ

ନୂଆଦିଲ୍ଲୀ: ବାବା ରାମଦେବ ପିଛା ଛାଡୁନି ବିବାଦ। ପୁଣି ଅଡୁଆରେ ପଡିଛନ୍ତି ଯୋଗଗୁରୁ ବାବା ରାମଦେବ। ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ସମନ ଜାରି କରିଛି। ଦିଲ୍ଲୀ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲା ଆଧାରରେ କୋର୍ଟ ଏହି ସମନ ପଠାଇଥିବା ଜଣାପଡିଛି। ସୂଚନା…

କରୋନିଲକୁ ନେଇ ଅଙ୍ଗୁଳି ଉଠାଇଲା ଆଇଏମ୍ଏ

ଉତ୍ତରାଖଣ୍ଡ: ବାବା ରାମଦେବଙ୍କ ପିଛା ଛାଡୁନି ବିବାଦ। ପତଞ୍ଜଳିର କରୋନିଲ ଔଷଧ ନେଇ ଅଙ୍ଗୁଳି ଉଠାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ। ଆଇଏମ୍ଏ ଦାବି କରିଛି ଯେ, ପତଞ୍ଜଳୀ ଔଷଧ ମନୁଷ୍ୟ ତ ଦୂରର କଥା ଜଳଚର ପ୍ରାଣୀଙ୍କ ଉପରେ ଠିକ ଭାବେ ପରୀକ୍ଷଣ କରଯାଉନି। ଉତ୍ତରାଖଣ୍ଡର ନଦୀରେ ମିଳୁଥିବା ଜେବ୍ରା ମାଛ…

ସପ୍ତାହକ ମଧ୍ୟରେ ଲଞ୍ଚ୍‌ ହେବ ବ୍ଲାକ୍‌…

ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ଦେଉଥିବା ବାବାଦୀୟ ବୟାନ ପାଇଁ ବାବା ରାମଦେବ ଚର୍ଚ୍ଚାରେ। ବାବା ରାମଦେବଙ୍କୁ ନେଇ ଡାକ୍ତରଙ୍କ ମହଲ​‌ରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବାବା ଏବେ ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ପୂର୍ବରୁ କରୋନିଲ୍‌କୁ କରୋନା ଔଷଧ ନେଇ ମଧ୍ୟ…