Odisha Link
Bridging the Missing Links in Odisha
Browsing Tag

ଭୂସ୍ଖଳନ

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୨ ମୃତ, ୫…

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି ପ୍ରକୃତି ତାଣ୍ଡବ କରୁଛି। ଉତ୍ତରାଖଣ୍ଡରେ ପିଥୌରାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ। ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଛି ଫଳରେ ଅନେକଙ୍କ ଘର ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି ଘଟିଛି। ଏଥିରେ ଦୁଇ ଜଣଙ୍କର ପ୍ରାଣ…

ଭୂସ୍ଖଳନ ପରେ ହିମାଚଳ ପ୍ରଦେଶରେ ଭୂକମ୍ପ…

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଓ ଭୂସ୍ଖଳନ ପରେ ଭୂକମ୍ପ ଝଟକା। ଶିମଲାରେ ସକାଳ ୭ଟା ୫୮ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶିମଲା ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛନ୍ତି। ତେବେ ଜନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଭୂକମ୍ପ କେନ୍ଦ୍ର ଶିମଲାରୁ ୧୦ କିଲୋମିଟର ଦୂର ଥିଲା…

ହିମାଚଳ ପ୍ରଦେଶ ଭୂସ୍ଖଳନ ଘଟଣା: ମୃତ୍ୟୁ…

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ମାଟି ଅତଡା ଧସିବାରୁ ଏକ ଯାତ୍ରୀବାହୀ ବସ୍ ସମେତ ବିଭିନ୍ନ ଗାଡିରେ ପ୍ରାୟ ୫୦ ଜଣ ଫସି ରହିଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଂଶକା କରାଯାଉଛି। ଘଟଣାସ୍ଥଳରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି…

ହିମାଚଳ ପ୍ରଦେଶରେ ପୁଣି ବଡ଼ଧରଣର…

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ପୁଣି ବଡ଼ଧରଣର ଭୂସ୍ଖଳନ। ରାଜ୍ୟର କନୌର ଜିଲ୍ଲା ଚିଲ ଜଙ୍ଗଲ ନିକଟରେ ଭୂସ୍ଖଳନ ହୋଇଛି। ମାଟି ଅତଡା ଖସିବା ଫଳରେ ଗୋଟିଏ ଏଚଆରଟିସି ବସ୍ ସମେତ ଆଉକିଛି ଗାଡି ମାଟିତଳେ ଚାପି ହୋଇଯାଇଛି। ଏଚଆରଟିସି ବସ୍ ଓ ଅନ୍ୟ ଗାଡିରେ କେତେ ଲୋକଥିଲେ ତାହା ସ୍ପଷ୍ଟ ହୋଇନାହିଁ। ପଥର…