Odisha Link
Bridging the Missing Links in Odisha
Browsing Tag

ମନ୍ତ୍ରୀ

ଓଡ଼ିଶାରେ ନୂଆ ମନ୍ତ୍ରୀ ପରିଷଦ, ୨୨ରେ…

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତେ ପାଖଉଛି ସେତେ ଓଡ଼ିଶା ରାଜନୀତି ଉଷ୍ମ ହେବାରେ ଲାଗିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ମନ୍ତ୍ରୀ ପରିଷଦରେ ପରିବର୍ତନ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାବେଳେ ରାଜ୍ୟ ସରକାରଙ୍କ ୨ ମନ୍ତ୍ରୀ ଓ ବିଧାନସଭା ବାଚସ୍ପତି…

ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ…

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଫେସ୍‌ବୁକ୍‌ ପେଜ୍‌ ହ୍ୟାକ୍‌ ହୋଇଥିବା ସନ୍ଦେହ ଉପୁଜିଛି। ଏ ନେଇ ନିଜେ ଡ. ସାହୁ ତାଙ୍କ ଅନ୍ୟ ଏକ ଫେସ୍‌ବୁକ୍‌ ପ୍ରୋଫାଇଲରେ ସୂଚନା ଦେଇଛନ୍ତି। Dr. Arun Kumar Sahoo ନାମରେ ତାଙ୍କର ଏକ…

ଉତ୍ତରପ୍ରଦେଶ: ୧୧ ମନ୍ତ୍ରୀଙ୍କୁ କରୋନା,…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ପାଠକଙ୍କୁ ମିଶାଇ ରାଜ୍ୟରେ ଏଯାବତ୍‌ ୧୧ ଜଣ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା…