Odisha Link
Bridging the Missing Links in Odisha
Browsing Tag

ଶ୍ରମିକ

ଶ୍ରମିକଙ୍କ ପାଇଁ ଖୁସି ଖବର, ବଢ଼ିଲା…

ଭୁବନେଶ୍ବର: କରୋନା କାଳରେ ରାଜ୍ୟରେ ସମସ୍ତ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ଅଣ-କୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଅତିକୁଶଳୀ ଶ୍ରମିକଙ୍କ ମଜୁରିରେ ବୃଦ୍ଧି ହୋଇଛି। ସରକାର ଶ୍ରମିକମାନଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତା(ଭିଡିଏ)ରେ ୫ଟଙ୍କା ୪୦ ପଇସା ବୃଦ୍ଧି ଘଟାଇଛନ୍ତି। ଅଣ-କୁଶଳୀ…

୧୨୦୦ ଶ୍ରମିକଙ୍କୁ ଧରି କେରଳରୁ…

ଭୁବନେଶ୍ବର: କେରଳର ଏର୍ଣାକୁଲମ୍‌ରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିବ। ଲକ୍‌ଡାଉନ୍‌ କାରଣରୁ କେରଳରେ ଅଟକି ରହିଥିବା ୧୨୦୦ ଓଡ଼ିଆ ଶ୍ରମିକ ଏଥିରେ ରାଜ୍ୟକୁ ଫେରିବେ। ଆଜି ସଂଧ୍ୟା ୬ଟାରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଏର୍ଣାକୁଲମ୍‌ ଜିଲ୍ଲାର ଅଲୁଭା ଷ୍ଟେସନ୍‌ରୁ ବାହାରିବ।…

ବାହାର ରାଜ୍ୟରେ ଓଡ଼ିଆ: ବସ୍‌ ନୁହେଁ,…

ଓଡ଼ିଶା ବାହାରେ ୫ ଲକ୍ଷ ନୁହେଁ, ପ୍ରାୟ ୧୦ ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ଏମାନେ ଓଡ଼ିଶା ଫେରିଲେ ସ୍ଥିତି ଅଣାୟତ ହୋଇପାରେ। ଯଦି ବି ସରକାର ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ରହିଲେ, ଏଥିପାଇଁ ବହୁ ଅର୍ଥ ବ୍ୟୟ ହେବ। ୨୦୧୯ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ନବୀନ ପଟ୍ଟନାୟକ ସୁରତ ଗସ୍ତ କରି…

କ୍ବାରାଣ୍ଟିନ୍‌ରେ ଥିବା ଶ୍ରମିକ…

ଶିକର: ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଦାଦନ ଶ୍ରମିକଙ୍କ ଅଭାବ ଅସୁବିଧା କଥା ନିତିଦିନ ଗଣମାଧ୍ୟମରେ ଆସୁଥିବା ବେଳେ ଏହାର ବିରୋଧାଭାସ ଦେଖିବାକୁ ମିଳିଛି ରାଜସ୍ଥାନରେ। କ୍ବାରାଣ୍ଟିନ୍‌ରେ ଥିବା ରଙ୍ଗମିସ୍ତ୍ରୀମାନେ ସରକାରଙ୍କ ବ୍ୟବସ୍ଥାରେ ସନ୍ତୋଷପ୍ରକଟ କରି ଅଭିନବ ଶୈଳୀରେ…

ସୁରତରେ ଓଡ଼ିଆ ଶ୍ରମିକଙ୍କ ପୋଡ଼ାଜଳା

ସୁରତ: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଡାଇମଣ୍ଡ ନଗରରେ ହୀରା କାରଖାନାର ଓଡ଼ିଆ ଶ୍ରମିକମାନେ ରାସ୍ତାକୁ ବାହାରି ଜଳାପୋଡ଼ା କରିଥିବା ଅଭିଯୋଗ ହୋଇଛି।। ଶହ ଶହ ସଂଖ୍ୟାରେ ଶ୍ରମିକ ରାସ୍ତାକୁ ଆସି ହଙ୍ଗାମା କରିବା ସହ ଅଟକି ରହିଥିବା ଟ୍ରକ୍‌ ଆଦିରେ ନିଆଁ ଲଗାଇ ଦେଇଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ…