Odisha Link
Bridging the Missing Links in Odisha
Browsing Tag

ସମନ

ପୁଣି ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପୁଣି ଥରେ ଜେରା କରିବ ପ୍ରବର୍ତ୍ତନ ନିର୍ଦେଶାଳୟ। ଅଭିଷେକଙ୍କୁ ପୁଣି ପଚରାଉଚରା କରିବା ପାଇଁ ଇଡି ନୋଟିସ୍‌ ଜାରି କରିଛି। ବହୁ ଚର୍ଚ୍ଚିତ କୋଇଲା ଘୋଟାଲା ସହ ଜଡିତ ଘଟଣାକୁ ନେଇ…

ଅଭିଷେକ ବାନାର୍ଜୀ ଓ ତାଙ୍କ ସ୍ତ୍ରୀଙ୍କୁ…

ପଶ୍ଚିମବଙ୍ଗ: ଦିଦିଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ। ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବି କୋଇଲା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ…

ଭାଇଜାନଙ୍କୁ ପୁଲିସର ସମନ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍‌ଙ୍କୁ ସମନ। ସଲମାନ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। କେବଳ ସଲମାନ୍ ଖାନ୍ ନୁହନ୍ତି ତାଙ୍କ ଭଉଣୀ ଅଲିବାରା ଖାନ୍‌ଙ୍କ ବିରୋଧରେ ମଧ୍ୟ ସଙ୍ଗୀନ୍ ଅଭିଯୋଗ ଆସିଛି। ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ଚଣ୍ଡିଗଡ…

ସୁଶାନ୍ତ ରାଜପୁତଙ୍କ ବଡିଗାର୍ଡଙ୍କୁ…

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନସିବିର ତଦନ୍ତ ଜାରି ରହିଛି। ଏନସିବି ସୁଶାନ୍ତଙ୍କ ସେବକ ନୀରଜ ଏବଂ କେଶବଙ୍କୁ ପଚରାଉଚରା କରିବା ପରେ ଏବେ ସୁଶାନ୍ତ ରାଜପୁତଙ୍କ ବଡିଗାର୍ଡଙ୍କୁ ସମନ ପଠାଇଛି ଏନସିବି। ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରାଯାଇଥିଲା।…