Odisha Link
Bridging the Missing Links in Odisha
Browsing Tag

ସୋନୁ ସୁଦ୍

ସୁରେଶ ରାଇନାଙ୍କୁ ସହାୟତାର ହାତ ବଢାଇଲେ…

ଉତ୍ତରପ୍ରଦେଶ: ଦେଶରେ ଅଣାୟତ୍ତ ହେଲାଣି କରୋନାର ଦ୍ୱିତୀୟ ଲହର। କରୋନା ଆକ୍ରାନ୍ତ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଚିକିତ୍ସା, ବେଡ, ଅକ୍ସିଜେନ ଓ ଔଷଧ ପାଇଁ ଲୋକେ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ବହୁ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିଥିବା…

କରୋନାକୁ ମାତ୍ ଦେଲେ ସୋନୁ ସୁଦ୍

ମୁମ୍ବାଇ: କରୋନାକୁ ମାତ୍ ଦେଲେ ଅଭିନେତା ତଥା ରିଅଲ ହିରୋ ସୋନୁ ସୁଦ। କରୋନା ଆକ୍ରାନ୍ତ ହେବା ପରେ ଏବେ ସୋନୁଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସୋନୁ ଏପ୍ରିଲ୍ ୧୭ ତାରିଖରେ କରୋନା ଆକ୍ର୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସେ ୧୦ ପୁର୍ବକରୋନାରୁ ହିଁ ଟିକା…

ସୋନୁ ସୁଦ୍‌ଙ୍କୁ କରୋନା

ମୁମ୍ବାଇ: କରୋନା କବଳରେ ବଲିଉଡ। ଦିନକୁ ଦିନ ମହାମାରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି ଗୋଟିଏ ପରେ ଗୋଟିଏ ବଲିଉଡ କଳାକାର। ଏହାରି ମଧ୍ୟରେ ବଲିଉଡ କଳାକାର ତଥା ରିଅଲ ଲାଇଫ୍‌ ହିରୋ ସୋନୁ ସୁଦ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୋନୁ ସୁଦ୍‌ ନିଜେ ଟୁଇଟ କରି କରୋନା ପଜିଟିଭ ହୋଇଥିବା ନେଇ ସୂଚନା…