Odisha Link
Bridging the Missing Links in Odisha
Browsing Tag

ହୀରାକୁଦ ଡ୍ୟାମ

ହୀରାକୁଦର ୬ଟି ଗେଟ ଖୋଲାଯିବ: ଏସଆରସି

ଭୁବନେଶ୍ୱର: ଲଘୁଚାପ କାରଣରୁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଛତିଶଗଡ଼ରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ଆସୁଛି। ତେବେ ରୁଲ କର୍ଭ ଅନୁଯାୟୀ ଜଳସ୍ତର ଠିକ ଥିଲେ ମଧ୍ୟ ଆଜି ୬ଟି ଗେଟ ଖୋଲିବାକୁ ଯୋଜନା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା।…

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୪ ଗେଟ୍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୪ ଗେଟ୍। ଏହା ସହ ବର୍ତ୍ତମାନ ମୋଟ ୮ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୯.୭୯ ଫୁଟ ରହିଛି। ଖୋଲାଯାଇଥିବା ୮ଟି ଗେଟରୁ ଏବେ ଜଳ ନିଷ୍କାସିତ ହେଉଛି। ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୮୪,୮୯୯…