Odisha Link
Bridging the Missing Links in Odisha
Browsing Tag

2 child death

ଗାତରେ ପଡ଼ି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ…

ଓଏଲ୍‌ ବ୍ୟୁରୋ : ଚିତ୍ରକୋଣ୍ଡା ପଞ୍ଚାୟତ ସ୍ଥିତ ଢେପାସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ରାସ୍ତା କାମ ପାଇଁ ଚିତ୍ରକୋଣ୍ଡା ପଞ୍ଚାୟତ ଢେପାସାହିରେ ଖୋଳା ଯାଇଥିଲା ଗାତ। ଖୋଳା ଯାଇଥିବା ଗାତ ପାଖରେ ଖେଳୁଥିଲେ ଦୁଇ ଶିଶୁକନ୍ୟା। ଖେଳିବା ବେଳେ ଗାତରେ ୨ ଶିଶୁକନ୍ୟା ପଡ଼ିଯାଇଥିବା…

ଘର ଭିତରକୁ ମାଡ଼ିଗଲା ଭ୍ୟାନ, ୨ ଶିଶୁ…

ଉମରକୋଟ: ରାସ୍ତାକଡ଼ରେ ଥିବା ଏକ ଭ୍ୟାନ ଘର ଭିତରକୁ ମାଡ଼ିଯାଇଛି। ଫଳରେ ୨ ଜଣ ଶିଶୁଙ୍କ ମୃତ୍ୟ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ । ଘରେ ନିଆଁ ପୁଆଁଉ ଥିବାବେଳେ ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଘର ଭିତରକୁ ମାଡ଼ିଯାଇଥିଲା। ଫଳରେ ଘରେ ଥିବା ୨ ଜଣ…