Odisha Link
Bridging the Missing Links in Odisha
Browsing Tag

3 death in accident

ବ୍ରିଜ ତଳକୁ ଖସିଲା ସ୍କୁଟି; ଚାଲିଗଲା ୩…

ଓଏଲ୍‌ ବ୍ୟୁରୋ: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ସ୍କୁଟି। ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ ଜୀବନ। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଏହି ଦୁର୍ଘଟଣା ଘଟିଛି। ୩ ମୃତ ଯୁବକମାନେ ବେରେଡାକିଆ ଓ ଡଲାବାଲି ଅଞ୍ଚଳର ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩…

ସମ୍ବଲପୁର: ଟ୍ରକ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳରେ। ସମସ୍ତ ମୃତକଙ୍କ ଘର ସମ୍ବଲପୁର ହୀରାକୁଦ ସନ୍ତୋଷୀ ଛକ ଅଞ୍ଚଳର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତ୍ରିରେ…

ଡମ୍ପର ଧକ୍କାରେ ପରିବାରର ୩ ସଦସ୍ୟ ମୃତ

ବୌଦ୍ଧ : ସଡ଼କ ଦୁର୍ଘଟଣାରେ ପରିବାରର ୩ ସଦସ୍ୟ ମୃତ। ଏହି ଅଭାବନୀୟ ଘଟଣାଟି ମନମୁଣ୍ଡା- କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଦୁର୍ଘଟଣାର ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସହିତ ତାଙ୍କ ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଅଟୋର ପଛପଟକୁ ଏକ ଡମ୍ପର ଧକ୍କା…