Odisha Link
Bridging the Missing Links in Odisha
Browsing Tag

Alliance

ନବୀନଙ୍କୁ ପ୍ରଶଂସା କଲେ ମନମୋହନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ମାହୋଲ। ଓଡ଼ିଶାରେ ଏକାଥରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବା ବେଳେ ସାରା ଦେଶର ନଜର ଏବେ ବିଶେଷ ଭାବେ ଓଡ଼ିଶା ଉପରେ ରହିଛି। ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଖୋଦ୍‌ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ…

ଦିଲ୍ଲୀରୁ ଫେରିଲେ ମନମୋହନ, କହିଲେ-ସବୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା। ଏହାରିମଧ୍ୟରେ ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ପୂର୍ବରୁ ମେଣ୍ଟ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରୁଥିବା ମନମୋହନ ଏଥର କିନ୍ତୁ ମେଣ୍ଟ କଥାକୁ ନେଇ ମାପିଚୁପି ଉତ୍ତର ରଖୁଛନ୍ତି।…

ମେଣ୍ଟ ହେବନି, ଓଡ଼ିଶାରେ ବିଜେପି ଏକା…

ଓଏଲ୍‌ ବ୍ୟୁରୋ: ୨ ସପ୍ତାହ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସାଧାରଣ ନିର୍ବାଚନ ପୂର୍ବରୁ ହେବ କି ବିଜେପି-ବିଜେଡି ମେଣ୍ଟ। ଏଭଳି ଚର୍ଚ୍ଚା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲାଗି ରହିଥିଲା। ହେଲେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଓଡ଼ିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ…

ବଳ ଗୋଟାଉଛି ବିଜେପି, ଲକ୍ଷ୍ୟ ୪୦୦

ଓଏଲ୍‌ ବ୍ୟୁରୋ: ଗଣତନନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଆଉ ଖାସ୍‌ ସେଇଥିପାଇଁ ନିର୍ବାଚନ ଯେତେ ପାଖଉଛି ପଲ୍ଲୀରୁ ଦିଲ୍ଲୀ ରାଜନୀତି ସରଗରମ ହେଇ ଉଠିଛି। ବିଶେଷ ଭାବେ ଏନ୍‌ଡିଏ ଓ ଇଣ୍ଡିଆକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି। ଏସବୁ ମଧ୍ୟରେ ବଳ ଗୋଟାଇବାରେ ଲାଗିଛି ଭାରତୀୟ ଜନତା…