Odisha Link
Bridging the Missing Links in Odisha
Browsing Tag

Ambulance Accident

ଆମ୍ବୁଲାନ୍‌ସ ଧକ୍କାରେ ଚାଲିଗଲା ଜୀବନ,…

ଓଏଲ୍‌ ବ୍ୟୁରୋ : ଦ୍ରୁତଗାମୀ ଆମ୍ବୁଲାନ୍‌ସ ନେଲା ଜୀବନ। ଚଳନ୍ତା ଟ୍ରକକୁ ପଛପଟରୁ ଧକ୍କା ଦେଲା ଆମ୍ବୁଲାନ୍‌ସ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି ସକାଳ ପ୍ରାୟ ୬ଟା ସମୟରେ ଘଟିଥିବାବେଳେ ଆମ୍ବୁଲାନ୍‌ସଟି ଟ୍ରକକୁ ପିଟିଥିଲା। ୧୬ ନମ୍ବର…

ଗର୍ଭବତୀଙ୍କୁ ନେବା ବେଳେ ୨୦ଫୁଟ୍ ତଳକୁ…

ବାଲେଶ୍ଵର: ୨୦ ଫୁଟ୍ ପୋଲ ତଳକୁ ଓଲଟିଲା ଜନନୀ ଆମ୍ବୁଲାନ୍ସ। ଗର୍ଭବତୀଙ୍କୁ ନେବା ବେଳେ ପୋଲ ତଳକୁ ଓଲଟି ଯାଇଛି ଜନନୀ ଆମ୍ବୁଲାନ୍ସ । ବାଲେଶ୍ଵର ଜିଲ୍ଲା ସୋର କୁପାରୀ ରାସ୍ତାର କୋଚିଆକୋଇଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗର୍ଭଵତୀ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା…

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା…

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କପିଳାସ ରାସ୍ତାର ଭଗବାନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରୁ ଡ୍ରାଇଭର ଓ ରୋଗୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆମ୍ବୁଲାନ୍ସ ହେଲ୍‌ପର୍‌ ଆହତ ହୋଇଛନ୍ତି। ଆମ୍ବୁଲାନ୍ସଟି ଯୋରନ୍ଦା ମହିମା ଗାଦିରୁ ଜଣେ ମହିମା ସନ୍ୟାସୀଙ୍କୁ…

ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ

ନୟାଗଡ : ଦଶପଲ୍ଲା ଡମାହାଣ୍ଡି ଛକରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଦୁର୍ଘଟଣା ହୋଇଛି। ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ୫୭ନଂ ଜାତୀୟ ରାଜପଥର ଡମହାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା। ମିଳିଥିବା ସୂଚନା ଅନୁସାରେ, ଆଜି ଭୋରରୁ ନୟାଗଡରେ ରୋଗୀ ଛାଡି ଦଶପଲ୍ଲା ଫେରୁଥିବାବେଳେ…