Odisha Link
Bridging the Missing Links in Odisha
Browsing Tag

Ambulance

ସରିଗଲା ଆମ୍ବୁଲାନ୍ସର ତେଲ: ମା’…

ବାରିପଦା: ଆମ୍ବୁଲାନ୍ସରେ ତେଲ ସରିଯିବାରୁ ମା ଓ ଗର୍ଭସ୍ଥ ଛୁଆର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅଧା ରାସ୍ତାରେ ତେଲ ସରିଯିବାରୁ ରାସ୍ତା ମଝିରେ ମା ଓ ଛୁଆଙ୍କ ମୃତୁ୍ୟ ହୋଇଛି। ବାରିପଦା ମେଡିକାକୁ ଆସୁଥିବାବେଳେ କୁଳିଅଣା ନିକଟରେ ଉଭୟଙ୍କ ମୃତୁ୍ୟ ହୋଇଛି । ସୂଚନାଯୋଗ୍ୟ, ହାଣିଦା…

ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନେହୁଳିଆ ଗ୍ରାମରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଚଉଡ଼ା ରାସ୍ତା ନ ଥିବାରୁ ଆମ୍ୱୁଲାନ୍ସ ଗାଁ ଭିତରକୁ ଆସିପାରିନାହିଁ। ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀଙ୍କୁ ଏକ କି.ମି ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହି ମୁଖ୍ୟ ରାସ୍ତାକୁ ନେଇଥିଲେ। ସେଠାରୁ…

ଅଧାରାସ୍ତାରେ ଖରାପ ହେଲା ଆମ୍ୱୁଲାନ୍ସ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଜମକେଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧା ରାସ୍ତାରେ ଆମ୍ୱୁଲାନ୍ସସଟି ଖରାପ ହୋଇଯିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟକୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଛି। ମିଳିଥିବା ସୂଚନା ଅନୁସାରେ, ଜମକେଇ ଗ୍ରାମର ଚନ୍ଦ୍ରବତୀ ରଣାଙ୍କ…