Odisha Link
Bridging the Missing Links in Odisha
Browsing Tag

Anugul

ମହିଳାଙ୍କୁ ଅସଦାଚରଣ କରି ଉଠବସ୍ ହେଲେ…

ଅନୁଗୋଳ: ମହିଳାଙ୍କୁ ଅସଦାରଣ କରି ସର୍ବସମ୍ମୁଖରେ ଉଠ୍‌ବସ୍‌ ହେଲେ କଣ୍ଡକ୍ଟର। ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବସ୍‌ଷ୍ଟାଣ୍ଡରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଅନୁଗୋଳରୁ ଆଠମଲ୍ଲିକ ଯାଉଥିବା ଶ୍ରୀରାମ ନାମକ ଏକ ଘରୋଇ…

ଗଞ୍ଜେଇ ଟାଣିବାକୁ ନଦେବାରୁ ଦେହରେ ନିଆଁ…

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ସିପିପି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜେଇ ଟାଣିବାକୁ ନଦେବାରୁ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଯୁବକ ଜଣଙ୍କ ହେଲେ ଅନୁଗୁଳ ଜିଲାର ଅଙ୍ଗାରବନ୍ଧ ଗାଁର ମୁନା ଗୋଛାୟତ। ମିଳିଥିବା ସୂଚନା ଅନୁଯାୟୀ, ମୁନା ସବୁବେଳେ ଗଞ୍ଜେଇ ଟାଣେ।…