Odisha Link
Bridging the Missing Links in Odisha
Browsing Tag

Anugul

ଅନୁଗୁଳ: ବଡ଼ଦିନ ଛୁଟିରେ…

ଓଏଲ୍‌ ବ୍ୟୁରୋ: ଆଗକୁ ମାଟ୍ରିକ ପରୀକ୍ଷା। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଏଣିକି ବଡ଼ଦିନ ଛୁଟିରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ଅନୁଗୁଳ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ। ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ ଆୟୋଜନ କରାଯାଇଛି କୋଚିଂ କ୍ୟାମ୍ପ।…

ଦଳିଦେଲା ଦନ୍ତା ହାତୀ, ଚାଲିଗଲା ୩ ଜୀବନ

ଓଏଲ୍‌ ବ୍ୟୁରୋ : ଦନ୍ତା ହାତୀ ଆକ୍ରମଣ କରିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଆଜି ସକାଳୁ ଅନୁଗୋଳ ଜିଲ୍ଲାରେ। ୩ ମୃତ ବ୍ୟକ୍ତି ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ତେବେ ଆଜି…

ଆସୁଛି ଶହୀଦ ବୀରଙ୍କ ପାର୍ଥିବ ଶରୀର

ଭୁବନେଶ୍ବର: ଆସୁଛି ବୀରଙ୍କ ପାର୍ଥିବ ଶରୀର। ଭୋ ଭୋ ହୋଇ କାନ୍ଦୁଛି ଜନ୍ମମାଟି।ଆଜି ଜନ୍ମମାଟିରେ ପହଁଁଞ୍ଚିବ ଶହୀଦ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପ୍ରାର୍ଥିବ ଶରୀର। ମିଳିଥିବା ସୂଚନା ମୁତାବିକ, ଆଜି ଦିନ ୧୧ଟା ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସିବ ପହଁଞ୍ଚିବ ପାର୍ଥିବ ଶରୀର। ଖବର…

ମଧ୍ୟପ୍ରଦେଶ ଫେରିଗଲା ସୁନ୍ଦରୀ

ଅନୁଗୁଳ: ମଧ୍ୟପ୍ରଦେଶ ଫେରିଲା ସୁନ୍ଦରୀ। ସାତକୋଶିଆ ଅଭୟାରଣ୍ୟରେ ୩ ବର୍ଷ ରହିବା ପରେ ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ଏନେଇ ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ସୁନ୍ଦରୀକୁ…

ଲକ୍ଷାଧିକ ଟଙ୍କା ହେର୍‌ଫେର୍‌ ଅଭିଯୋଗରେ…

ଅନୁଗୁଳ: ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା ରେଞ୍ଜରେ ବାଉଁଶ ଗଛ ଲଗାଇବାରେ ହେରାଫେର୍ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ର ୪ଟିମ୍‌ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ଭିଜିଲାନ୍ସ ଟିମ୍‌ ବଲଙ୍ଗ, ନୂଆଁଗାଁ ଅଞ୍ଚଳରେ ଛଢାଉ ଆରମ୍ଭ କରିଛି। ବାଉଁଶ ଗଛ ଲଗାଇବାରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ୍ୟୁ

ଅନୁଗୋଳ:  ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଘଟିଯାଇଛି। ସୂଚନା ଅନୁସାରେ, ଆଜି ସକାଳୁ ଏକ ବାଇକ୍‌ରେ ଆଠମଲ୍ଲିକ ଅଞ୍ଚଳର ବିନୋଦ ପାଣ୍ଡେ ଓ ଭୀମସେନ…

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ଆହତ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୨ଜଣ ଆହତ ‌ହୋଇଛନ୍ତି। ଏହି ଦୁର୍ଘଟଣାଟି ପାଲଲହଡ଼ା ବ୍ଲକ୍ ଖମାର ଥାନା ଆଲୁରି ପଞ୍ଚାୟତର ନୂଆ ଗାଁ ନିକଟସ୍ଥ ଚୋର ଘାଟି ରାସ୍ତାରେ ଘଟିଛି। ଗତ ରାତି ୩ଟା ବେଳେ ଏକ ଦୁର୍ଘଟଣା ଘଟିଥିଲା। ମୃତ୍ୟୁ ଯୁବକଙ୍କ ନାଁ ହିମାଂଶୁ ପ୍ରଧାନ ବୋଲି ଜଣା…

ରାସ୍ତାରେ ପଡ଼ିଛି ଶିଶୁର କଟାମୁ‌ଣ୍ଡ

ଅନୁଗୁଳ: ରାସ୍ତା ଉପରେ ପଡ଼ିଛି ଶୁଶୁର କଟାମୁଣ୍ଡ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଥାନା ଅନ୍ତର୍ଗତ ମିଶ୍ରପଡ଼ା ଛକ ନିକଟରେ। ତେବେ କେଉଁ ପରିସ୍ଥିତିରେ ଏକ ଶିଶୁର କଟାମୁଣ୍ଡ ସେଠାକୁ ଆସିଲା ତାହା ଜଣା ପଡ଼ି ନାହିଁ। ପ୍ରକାଶ ଯେ, ଆଜି ସକାଳୁ ସ୍ଥାନୀୟ ଲୋକେ ରାସ୍ତା ଉପରେ ଏକ ଶିଶୁର…

ମିକ୍ସଚର-ଗ୍ରାଇଣ୍ଡର ମଗରୁ ଉଦ୍ଧାର ହେଲା…

ଅନୁଗୁଳ: ଛେଣ୍ଡିପଦା ବ୍ଲକରେ ଥିବା ବଗଡ଼ିଆ ଗ୍ରାମରୁ ଏକ ସାପ ଉଦ୍ଧାର କରାଯାଇଛି। ସାପଟି ଏକ ମିକ୍ସଚର-ଗ୍ରାଇଣ୍ଡର ହ୍ୟାଣ୍ଡେଲରେ ଫସିଥିବା ଦେଖିବାକୁ ମିଳିଛି। ପ୍ରକଶ ଯେ, ବଗଡ଼ିଆ ଗ୍ରାମରେ ନିରାକାର ମହାପାତ୍ରଙ୍କ ବାଡ଼ି ଅଗଣାରେ ଏକ ଧାତୁ ନିର୍ମିତ ଖଡ଼ ଖଡ଼ ଶବ୍ଦ ଶୁଣିଥିଲେ। ସେହି ଶବ୍ଦ ମଝିରେ…

ଅନୁଗୁଳ: ପ୍ରବାସୀ ଓଡ଼ିଆଙ୍କୁ ନେଇ…

ଅନୁଗୁଳ: ରାଜ୍ୟରେ ପୁଣି ଥରେ ଆଜି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍‌ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଓ ୧୪ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି…