Odisha Link
Bridging the Missing Links in Odisha
Browsing Tag

Anurag Thakur

ବଜେଟ୍‌ ପୂର୍ବରୁ ହନୁମାନଙ୍କ…

ନୂଆଦିଲ୍ଲୀ: କରୋନା କାଳରେ ସଂସଦରେ ଉପସ୍ଥାପିତ ହେଉଛି ବଜେଟ ୨୦୨୧-୨୨। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ମନ୍ତ୍ରୀ ସଂସଦରେ ଉପସ୍ଥିତ ରହିଛନ୍ତି। ତେବେ ବଜେଟ୍‌ ପୂର୍ରବୁ…

କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି…

ଭୁବନେଶ୍ୱର: କରୋନା ମହାମାରୀ ସାରା ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ରାଜ୍ୟରେ ମଧ୍ୟ କରୋନା ସ୍ଥିତି ହେଉଛି ବେକାବୁ। ଏହି ସମୟରେ ଓଡ଼ିଶାରେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି। ଏସଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ…

ଲୋକସଭା: ଋଣ ଖିଲାପକାରୀଙ୍କ କଥା ଉଠାଇଲେ…

ନୂଆଦିଲ୍ଲୀ: ଆଜି ଲୋକସଭାର ପ୍ରଶ୍ନକାଳ ସମୟରେ ଋଣ ଖିଲାପକାରୀଙ୍କ ଉପରେ ପ୍ରଶ୍ନ ପଚାରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଲୋକସଭାରେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ସୂଚନା ମାଗିଲେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସବୁଠାରୁ ବଡ ୫୦ ଖିଲାପକାରୀଙ୍କ ତଥ୍ୟ ଦେବାକୁ ସରକାରଙ୍କ…

ବଜେଟ ପର୍ବରୁ ହନୁମାନଙ୍କ ଶରଣରେ ରାଷ୍ଟ୍ର…

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଆରମ୍ଭ। ଶନିବାର ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ବାଚସ୍ପତି ଓମ୍‌ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣ…

ଅନୁରାଗ ଠାକୁର ଓ ପରବେଶଙ୍କୁ ଷ୍ଟାର…

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ପରବେଶ ସାହିବ ସିଂହ। ବିଜେପିର ଏହି ୨ ନେତାଙ୍କୁ ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ଜଣ ବିଜେପି ନେତା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ…

‘ଦେଶଦ୍ରୋହୀଙ୍କୁ ଗୁଳି…

ନୂଆଦିଲ୍ଲୀ: ବର୍ତ୍ତମାନ ଚର୍ଚ୍ଚାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର। ନିର୍ବାଚନୀ ରାଲିରେ ବିବାଦୀୟ ବୟାନ ଦେଇ ଫସିଲେ ଅନୁରାଗ ଠାକୁର। ଦିଲ୍ଲୀର ରିଠାଲା ବିଧାନସଭା ଆସନରେ ବିଜେପି ଦ୍ବାରା ଆୟୋଜିତ ନିର୍ବାଚନୀ ରାଲିରେ 'ଦେଶଦ୍ରୋହୀଙ୍କୁ ଗୁଳି ମାର' ବୟାନ ନେଇ ନିର୍ବାଚନ ଆୟୋଗଙ୍କ…