Odisha Link
Bridging the Missing Links in Odisha
Browsing Tag

Arun Jaitley

ଆଜି ଅରୁଣ ଜେଟଲୀଙ୍କ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ : ଆଜି ବିଜେପିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଅରୁଣ ଜେଟଲୀ ଏକ ଧାରରେ ଜଣେ ପଣ୍ଡିତ, ନିର୍ଦ୍ଦେଶକ, ଓକିଲ, ପ୍ରଶାସକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିଲେ। ପଦ୍ମଭୂଷଣ ଶ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବହୁ ରାଜନେତା ତାଙ୍କୁ…

ଦିଲ୍ଳୀର ଫିରୋଜ ଶାହା ଷ୍ଟାଡିୟମ୍‌ ଅରୁଣ…

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମ୍‌ ନାମ ଇତିହାସ ହୋଇ ରହିଯିବ। କାରଣ ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମ ସ୍ବର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ। ଏପରି ନିଷ୍ପତ୍ତି ନେଇଛି ଦିଲ୍ଲୀ ଆଣ୍ଡ ଡିଷ୍ଟିକ୍ଟ କ୍ରିକେଟ ଆସୋସିଏସନ୍‌ (ଡିଡିସିଏ)। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ…

ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର: ଚୋରି…

ନୂଆଦିଲ୍ଲୀ: ରବିବାର ଦିନ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ସେଦିନଠୁ ସବୁଦିନ ପାଇଁ ଅସ୍ତ ହୋଇଗଲେ ଅରୁଣ। ହେଲେ ଅରୁଣଙ୍କ ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ନିଗମବୋଧ ଘାଟରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଯାହା ଆପଣ ଜାଣିବା ପରେ…

ରାଜକୀୟ ସମ୍ମାନ ସହ ପଞ୍ଚଭୂତରେ ଲୀନ ହେଲେ…

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ। ଆଜି ଅପରାହ୍ନ ୩ଟା ୧୭ରେ ଅରୁଣଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ଜେଟଲୀଙ୍କ ପାର୍ଥିବ ଶରୀରର ଶେଷ କୃତ୍ୟ ସଂପନ୍ନ ହୋଇଛି। ଜଣେ ଭଲ ବକ୍ତା, ଆଇନଜୀବୀ, ରଣନୀତିକାର ଜେଟଲୀଙ୍କୁ ନିଗମବୋଧ ଘାଟରେ ଉପସ୍ଥିତ…

ବିଦେଶ ଗସ୍ତରେ ମୋଦି, କଣ କହିଲେ…

ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ହୋଇଛି। ଅରୁଣ ଜେଟଲୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ତେବେ ଏଭଳି ସ୍ଥିତିରେ…

ଫଟୋ ଜରିଆରେ ଜେଟଲୀଙ୍କୁ ମନେପକାଇଲେ କପିଲ

ନୂଆଦିଲ୍ଲୀ: ପରଲୋକରେ ଅରୁଣ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେହାନ୍ତରରେ ଏକ ପୂରୁଣା ଫଟୋ ଜରିଆରେ ସ୍ମୃତି ଚାରଣ କରିଛନ୍ତି ତାଙ୍କ ବିପକ୍ଷ ଦଳ କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ। ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ଜେଟଲୀ ବିଭିନ୍ନ ରାଜନୀତିକ ଦଳର ଲୋକଙ୍କ ସହ କିଭଳି ସୁସମ୍ପର୍କ ରଖିଥିଲେ ତାହା ଏହି…

ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ…

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ଏବେ ସେ ଦିଲ୍ଳୀ ଏମ୍‌ସର ସ୍ବତନ୍ତ୍ର ଓ୍ବାର୍ଡରେ ଭେଣ୍ଟିଲେଟରରେ ରହିଛନ୍ତି। ଆଜି ମଧ୍ୟାହ୍ଣରେ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ଏମ୍‌ସରେ ପହଞ୍ଚି ଜେଟଲୀଙ୍କ…

ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। ଏମ୍‌ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଆଜି ସକାଳେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ମାତ୍ର ସନ୍ଧ୍ୟାରେ ସେ ଅଧିକ ଅସୁସ୍ଥ ହୋଇଯାଇଥିଲେ। ତେଣୁ ତାଙ୍କୁ ଏବେ ଆଇସିୟୁରେ…