Odisha Link
Bridging the Missing Links in Odisha
Browsing Tag

baby boy

ଅଳିଆ ଗଦାରୁ ଠାବ ହେଲା ମୃତ ଶିଶୁପୁତ୍ର

ଓଏଲ୍‌ ବ୍ୟୁରୋ : ମଣିଷପଣିଆ ନ୍ୟୂନ ସ୍ତରରେ ପହଂଚି ଗଲା କି ? ପୂର୍ବରୁ ଅନେକ ସ୍ଥାନରେ ମୃତ ଶିଶୁ ଠାବ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଆଉ ଏକ ମୃତ ଶିଶୁ ମିଳିଥିବା ଖବରରୁ ଜଣା ପଡିଛି। ଖବର ମୁତାବିକ, ଏକ ଅଳିଆ ଗଦାରେ ବ୍ୟାଗ ଭିତରୁ ଠାବ ହୋଇଛି ଶିଶୁ। ଅଳିଆ ଗଦାରୁ ମିଳିଥିବା…

ମା’ ହେଲେ ଟିଏମ୍‌ସି ସାଂସଦ…

କୋଲକାତା: ମା' ହେଲେ ଟିଏମ୍‌ସି ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁ। ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ସେ। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ରହିଛି। ଗତକାଲି ନୁସରତଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲ…

ସୋସିଆଲ୍‌ ମିଡିଆରେ ଦ୍ବିତୀୟ ସନ୍ତାନର…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୋସିଆଲ୍‌ ମିଡିଆରେ ତାଙ୍କର ଦ୍ବିତୀୟ ଶିଶୁ ସହ ନିଜର ଏକ ଫଟୋକୁ ସେୟାର୍‌ କରିଛନ୍ତି। କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଫଟୋ ସେୟାର୍‌ କରିଛନ୍ତି। ଫଟୋଟିକୁ ସେୟାର କରି ସେ ଲେଖିଛନ୍ତି, ‘ସେପରି…

ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ଫଟୋ…

ମୁମ୍ବାଇ: ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ଫଟୋ ଭାଇରାଲ୍‌। ଗତକାଲି ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ କରୀନା କାପୁର ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଆଜି ନିଜର ନବଜାତ ପୁତ୍ରକୁ ଘରକୁ ନେଇଛନ୍ତି ସୈଫ୍‌ ଅଲ୍ଳୀ ଖାନ୍‌ ଓ କରୀନା କପୁର୍‌। କରୀନାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ…

କରିନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଛନ୍ତି ପୁଣି ଜଣେ ନୂଆ ଅତିଥି। ପୁଣି ଏକ ପୁତ୍ର ସନ୍ତାନର ଜନଚର ହେଲେ ବେବୋ। ଆଜି କରିନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କରିନା ଓ ସୈଫଙ୍କ ଫ୍ୟାନ୍ସମାନେ ଅଭିନନ୍ଦନ ମଧ୍ୟ…