Odisha Link
Bridging the Missing Links in Odisha
Browsing Tag

Badachana

ବଡ଼ଚଣା ଆଇଆଇସି ନିଲମ୍ବିତ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ଆଇନ୍‌ ଭାଙ୍ଗି ସପରିବାର ଶ୍ରୀମନ୍ଦିର ଯିବା ପୁଲିସ୍‌ ବାବୁଙ୍କୁ ପଡ଼ିଲା ମହଙ୍ଗା। ଯାଜପୁର ବଡଚଣା ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ୍‌ ଡିଜି। ଏନେଇ ପୁଲିସ୍ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଲକଡାଉନ ନିୟମ ଭାଙ୍ଗିବା…

ବଡ଼ଚଣାରୁ ବଡ଼ଦେଉଳ: ଆଇନ ଭାଙ୍ଗି ସପରିବାର…

ପୁରୀ: ମନ୍ଦିର ଯିବା ଦୂରର କଥା, ସାଧାରଣ ଲୋକଟିଏ ବିନା କାରଣରେ ମୁଖ୍ୟ ରାସ୍ତାକୁ ବାହାରିଲେ ପୁଲିସ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛି, ହେବା କଥା ବି। କିନ୍ତୁ ସେଇ ପୁଲିସ ବାବୁ ଆଇନ ଆଖିରେ ଆଙ୍ଗୁଠି ଗେଞ୍ଜି ୧୧୬ କିଲୋମିଟର ବାଟ ଟପି ନିଜ ପରିବାରକୁ ଏ ଅବେଳରେ ଜଗନ୍ନାଥ ଦର୍ଶନ କରାଇବାର ଅପଚେଷ୍ଟା…

ବଡ଼ଚଣା: ହଠାତ କଲେଜରେ ପହଞ୍ଚିଲେ…

ଯାଜପୁର: ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଚକିତ କରି ଅଚାନକ ଆଜି ମହାବିଦ୍ୟାଳୟ ପରିସରରେ ପହଞ୍ଚି ଯାଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। କୌଣସି ପୂର୍ବସୂଚନା ନ ଦେଇ ମନ୍ତ୍ରୀ ଶ୍ରୀ ସାହୁ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ବଡ଼ଚଣାରେ ଥିବା ବିଷ୍ଣୁ ସାମନ୍ତରାୟ…